ଦେଶ ବିଦେଶ

ଥଣ୍ଡାଦିନ ରେ ନିଜ ତ୍ଵଚାକୁ ସୁଦର ଓ ସ୍ଵସ୍ଥ ରଖିବା ପାଇଁ କରନ୍ତୁ ଏହି ଉପାୟ- ନିଶ୍ଚୟ କରିକି ଦେଖନ୍ତୁ

ଥଣ୍ଡା ଦିନରେ ଚ୍ୱଚା ଅତ୍ୟଧିକ ରିତୁ ଅନୁଯାଇ ପ୍ରଭାବିତ ହୋଇଥାଏ, କାହିଁକିନା ଥଣ୍ଡା ପାଇଁ ଆମ ତ୍ଵଚାର ସିକ୍ତତା କମି ଥାଏ ଯାହା ଫଳରେ ଆମ ତ୍ଵଚା ଶୁଷ୍କ ହେଇଥାଏ । ଅଲଗା ଅଲଗା ତ୍ଵଚା ଉପରେ ଏହାର ଅଲଗା ଅଲଗା ପ୍ରକାର ରେ ପ୍ରଭାବ ପଡିଥାଏ ଏବଂ ସେଥିପାଇଁ ଅଲଗା ଅଲଗା ଉପାୟ କରିବା ମଧ୍ୟ ଉଚିତ ଅଟେ । ଆସନ୍ତୁ ଜାଣିବା କେଉଁ ପ୍ରକାର ସ୍କିନ ପାଇଁ କେଉଁ ପ୍ରକାର ଉପାୟ ଆବଶ୍ୟକ ଅଟେ ।

ବ୍ୟୁଟି ଏକ୍ସପର୍ଟ ଅନୁଯାଇ ଏହି ରିତୁ ରେ ଲୋକଙ୍କୁ ନିଜ ସ୍କିନ ହାଇଡ୍ରେଟ କରିବା ଅତି ଆବଶ୍ୟକ ଅଟେ, ଏହା କରିବା ପାଇଁ କିଛି ଜିନିଷ ନିଜ ସବୁଦିନ କାର୍ଯ୍ୟ ସହ ମିଶେଇ କରନ୍ତୁ ।

ଗାଧେଇଲା ବେଳେ ଅଧିକ ଗରମ ପାଣି ଉପଯୋଗ କରନ୍ତୁ ନାହିଁ ହଲ୍କା ଗରମ ପାଣିରେ ଗାଧେଇବା ପାଇଁ ଚେଷ୍ଟା କରନ୍ତୁ କାହିଁକିନା ଗରମ ପାଣି ସ୍କିନ ଡ୍ରାୟ କରିଥାଏ ।

 

ଅତ୍ୟଧିକ ଧ୍ୟାନ ଦବାକୁ ପଡିବ :
ଏହି ଋତୁରେ ଗାଧେଇବା ଆଗରୁ ଦେହ ଉପରେ ଆଲିବ ତେଲ ଲଗାନ୍ତୁ ଓ ଗଧେଇବା ପରେ ପୁରା ଦେହରେ ମୋଇଶ୍ଚ୍ରାଇଜର ଲଗାନ୍ତୁ । ନିଜ ଦେହକୁ ଥଣ୍ଡା ଦିନ ପାଇଁ ପ୍ରସ୍ତୁତ କରିବା ପାଇଁ ଏତିକି କରିବା ଉଚିତ ନୁହେଁ ଏହା ଠାରୁ ଆହୁରି ଅଧିକ ଆବଶ୍ୟକ ଅଟେ, ଏହି କାମ ଗୁଡିକ ସବୁଦିନ ଫାଲୋ କରନ୍ତୁ ଓ ଦେଖନ୍ତୁ ଆପଣଙ୍କ ସ୍କିନ କେତେ ନରମ ରହିବ ।

 

ଡ୍ରାଇ ସ୍କିନ :
ଥଣ୍ଡା ଦିନରେ ଡ୍ରାଇ ସ୍କିନ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡିଥାଏ ସେଥିପାଇଁ ସବୁଠାରୁ ଅଧିକ ସ୍କିନ ଧ୍ୟାନ ଏହି ପ୍ରକାର ଲୋକଙ୍କୁ ରଖିବାକୁ ପଡିବ । ତେଲ ଲଗାଇଲେ ଆପଣଙ୍କ ସ୍କିନ ନରମ ହୋଇଥାଏ ଓ କୌଣସି ପ୍ରକାର ଅସୁବିଧା ହୋଇ ନଥାଏ ।

 

ଡ୍ରାଇ ସ୍କିନ ଲୋକଙ୍କୁ ହେବି ମୋଇଶ୍ଚରାଇଜର ଉପଯୋଗ କରିବା ଉଚିତ, ଏହା ସ୍କିନ ଭିତରେ ଯାଇ ସ୍କିନକୁ ନରମ ଓ ହାଇଡ୍ରେଟ କରିଥାଏ । ଏହି ଋତୁରେ ଆପଣ ନେଚୁରଲ ମୋଇଶ୍ଚରାଇଜ୍ର ଉପଯୋଗ କରି ପାରନ୍ତି ଯାହା ଦେହ ଓ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ ଯେମିତି କି ବଡି ବଟର, ନଡିଆ, ଅଲିଭ ଓ ବାଦାମ ତେଲ ଓ ଅଲଗା ପ୍ରକାର ଘରୋଇ ଜିନିଷ ଯାହା ଦ୍ଵାରା ବି ଆପଣ ନିଜ ସ୍କିନ ପାଇଁ ଧ୍ୟାନ ଦେଇ ପାରିବେ ।

 

ନାଇଟ କେୟର :
ରାତିରେ ଶୋଇବା ଆଗରୁ ସ୍କିନ କ୍ଲିଞ୍ଜିଙ୍ଗ ମିଲ୍ସ ନେଇ ସଫା କରନ୍ତୁ ତା ପରେ ଟୋନର ସହ ସ୍କିନ ଟୋନ କରନ୍ତୁ ଏବଂ ତା ପରେ ମୋଇଶ୍ଚରାଇଜର ଉପଯୋଗ କରନ୍ତୁ ବା ତେଲ ଲଗେଇ ସୋଇ ପଡନ୍ତୁ । ଏହା କଲେ ସ୍କିନ ସବୁବେଳେ ଚମକୁଥିବ ।

ଆଗକୁ ମଧ୍ୟ ଏହିଭଳି ସ୍ୱାସ୍ଥ୍ୟ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଥିଲେ ଶେୟାର ନିଶ୍ଚୟ କରନ୍ତୁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button