ଝିଅମାନେ ପାଦରେ କାହିଁକି ବାନ୍ଧନ୍ତି କଳା ଧାଗା, ରହସ୍ୟ ଜାଣିଲେ ଚମକି ପଡିବେ ଆପଣ
ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ଯଦି କୌଣସି ଛୁଆ ଜନ୍ମ ହୋଇଥାଏ ତା ହେଲେ ସେହି ଛୁଆ ଶରୀରରେ କଳା ଦାଗ, କଳା ଫିତା ବା ତାର ନଜରକୁ ଉତରା ଯାଇଥାଏ ।
ବନ୍ଧୁଗଣ ଏହି ସବୁ ପ୍ରଥା ପୁରାତନ କାଳରୁ ଚାଲି ଆସୁଛି । ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ବହୁତ ପାପ ଓ ଅଧର୍ମ କାର୍ଯ୍ୟ ହେଉଛି । କାରଣ ମଣିଷ କେବଳ ଟଙ୍କା ପଛରେ ଦୌଡୁଛି ଯାହାଫଳରେ ସେ ଠିକ ଭୁଲ ମଧ୍ୟରେ ସମସ୍ତ ସୀମାକୁ ପାର କରିଦେଉଛି ।
ବନ୍ଧୁଗଣ ସାଧାରଣତଃ କଳା ଫିତା ପାଦରେ ବା ହାତରେ ଲୋକ ମାନେ ବାନ୍ଧିଥାନ୍ତି । ହେଲେ ଆଜିଆମେ ଆପଣ ମାନଙ୍କୁ କଳା ଫିତା ସହ ଜଡିତ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଉପାୟ ବିଷୟରେ ।
୧. ବନ୍ଧୁଗଣ ଖରାପ ଶକ୍ତିକୁ ଦୂର କରିବା ପାଇଁ କଳା ରଙ୍ଗ ବହୁତ ଲାଭଦାୟକ ହୋଇଥାଏ । ସେଥିପାଇଁ କଳା ଫିତା ଓ କଳା ଟୀକାର ବ୍ୟବହାର କରାଯାଇଥାଏ । ଯଦି ବନ୍ଧୁଗଣ ଆପଣଙ୍କ ଘରେ ଅଧିକ କଳହ ଲାଗି ରହୁଛି ତା ହେଲେ ଆପଣ ଶନିବାର ଦିନ ଏକ କଳା ଫିତାରେ ୧୦୮ଟି ଗଣ୍ଠି ବାନ୍ଧି ଦିଅନ୍ତୁ ଓ ପ୍ରତ୍ୟକ ଗଣ୍ଠି ବାନ୍ଧିବା ସମୟରେ ଆପଣ ‘ଓଁ ଶନିଶ୍ଚରାୟ ନମଃ’ ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ । ଏହି ଉପାୟକୁ ଆପଣ ଶନିବାର ଦିନ କୌଣସି ଶନି ମନ୍ଦିର ମଧ୍ୟରେ କରିପାରିବେ ।
ଯଦି ଆପଣଙ୍କ ଘର ପାଖରେ ଶନି ମନ୍ଦିର ନାହିଁ ତା ହେଲେ ଆପଣ ନିଜ ଘର ମଧ୍ୟରେ ରହି ମଧ୍ୟ କରିପାରିବେ । ୧୦୮ଟି ଗଣ୍ଠି ବାନ୍ଧିବା ପରେ ଆପଣ ନିଜ ଘରର ମୁଖ୍ୟ ଦ୍ଵାରରେ ଏହି ଫିତାକୁ ବାନ୍ଧି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘର ମଧ୍ୟରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ ଓ ଆପଣଙ୍କ ଘରେ କଳହ ଆଦି ସମସ୍ଯା ମଧ୍ୟ ହେବ ନାହିଁ ।
୨. ଯଦି ବନ୍ଧୁଗଣ ଆପଣ ମାନଙ୍କ ଜୀବନରେ କୌଣସି ସମସ୍ଯା ଲାଗି ରହୁଛି ତା ହେଲେ ଆପଣ ଏକ କଳା ଫିତାକୁ ଗୋଟେ ଦିନ ମନ୍ଦିର ନେଇ ସିନ୍ଦୁର ଲଗାଇ ରଖିଦିଅନ୍ତୁ ଓ ଏହାର ପରଦିନରେ ଆପଣ ସଖାଳ ସମୟରେ ଶୀଘ୍ର ଉଠି ସ୍ନାନ କରିବା ପରେ ସେହି ଫିତାକୁ ନିଜ ହାତରେ ବାନ୍ଧି ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ ।
୩. ଯଦି ଆପଣଙ୍କ କଳା ଫିତା ପୁରୁଣା ହୋଇଯାଇଛି ତା ହେଲେ ଆପଣ ସେହି ଫିତାକୁ ନଦୀରେ ବିସର୍ଜିତ କରିଦିଅନ୍ତୁ । ଯଦି ପାଦରେ ବଡ ଆଙ୍ଗୁଠିରେ କଳା ଫିତା ପିନ୍ଧିବେ ତା ହେଲେ ଆପଣଙ୍କୁ ସବୁଠାରୁ ଅଧିକ ଲାଭ ମିଳିବ । ଆପଣ ସବୁବେଳେ ମନ୍ଦିରରୁ କଳା ଫିତା ଆଣି ପିନ୍ଧନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।