ସ୍ୱାସ୍ଥ୍ୟ

ହଜାର ଟଙ୍କାର ଔଷଧ ଖାଇବା ବଦଳରେ ପ୍ରତିଦିନ ଏହି ପତ୍ର ଗୋଟିଏ ଖାଇ ନିଅନ୍ତୁ, ଏବଂ ଦେଖନ୍ତୁ ଚମତ୍କାର

ଆଜି ମୁଁ ଏମିତି ଏକ ଗଛ ବିଷୟରେ କହିବାକୁ ଯାଉଅଛି ଯାହାର ପ୍ରୟୋଗ ଆମେ ଖାଦ୍ୟର ସ୍ୱାଦ ବଢାଇବା ପାଇଁ କରିଥାନ୍ତି । ଏହା ବହୁତ ସାରା ରୋଗକୁ ଦୂର କରିବାରେ କାମରେ ଆସିଥାଏ । ଏହାର ଉପକାରିତା ବୋଧ ହୁଏ ବହୁତ କମ୍ ଲୋକଙ୍କୁ ଜଣା । କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଓ ଆୟୁର୍ବେଦ ଅନୁଯାୟୀ ବହୁତ ପୋଷାକ ତତ୍ୱରେ ଭରପୁର ଗଛ ମାନଯାଏ । ଯେଉଁ ଲୋକମାନଙ୍କୁ ଏହାର ଗୁଣ ବିଷୟରେ ଜ୍ଞାନ ଅଛି ସେମାନେ ଏହାର ପ୍ରତିଦିନ ସେବନ କରିଥାନ୍ତି । ଏହି ଗଛର ନାମ ହେଲା ଭୁର୍ସୁଙ୍ଗ ଗଛ ।

Image Courtesy: Google

ବନ୍ଧୁଗଣ ଭୁର୍ସୁଙ୍ଗ ଗଛରେ ଏତେ ଆୟୁର୍ବେଦିକ ତତ୍ୱ ମିଳିଥାଏ ଯାହା କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଦୂର କରିପାରେ । ଯଦି ଆପଣ ଭୁର୍ସୁଙ୍ଗ ପତ୍ରର ସେବନ କରୁ ନାହାଁନ୍ତି ତେବେ ଆଜିଠୁହିଁ ଏହାର ସେବନ କରିବା ଆରମ୍ଭ କରିଦିଅନ୍ତୁ । ତେବେ ଚାଲନ୍ତୁ ଜାଣିବା ଏହାର ଫାଇଦା ବିଷୟରେ ।ଯଦି କାହାକୁ କୋଲେଷ୍ଟ୍ରୋଲର ସମସ୍ୟା ଅଧିକ ହେଉଅଛି ତେବ ଭୁର୍ସୁଙ୍ଗ ପତ୍ରର ସେବନ ଆପଣଙ୍କ ପାଇଁ ବହୁତ ଲାଭଦାୟକ ଅଟେ ।

Image Courtesy: Google

କାରଣ ଏହାର ସେବନ ଦ୍ୱାରା ଆପଣଙ୍କ କୋଲେଷ୍ଟ୍ରୋଲକୁ କମ୍ କରିବାରେ ଏହା ସାହାଯ୍ୟ କରିଥାଏ । ହୃଦୟ ସମ୍ବନ୍ଧିତ ରୋଗୀଙ୍କ ପାଇଁ ଭୁର୍ସୁଙ୍ଗ ପତ୍ରର ସେବନ କରିବା ମଧ୍ୟ ବହୁତ ଲାଭଦାୟକ ଅଟେ । ଯଦି ଆପଣଙ୍କ କେଶ ଅଧିକ ଉପୁଡୁଛି ତେବେ ଆପଣ ନିହାତି ଭୁର୍ସୁଙ୍ଗ ପତ୍ରର ସେବନ କରନ୍ତୁ ।

Image Courtesy: Google

ଭୁର୍ସୁଙ୍ଗ ପତ୍ରର ସେବନ ଦ୍ୱାରା ଆପଣଙ୍କ କେଶ ଘନ, ଲମ୍ବା ଓ ଚମକଦାର ବନିଥାଏ । ଏହା ସେବନ କରିବା ଦ୍ୱାରା କେଶ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯାଏ । ଯଦି ଆପଣଙ୍କୁ ବ୍ଲଡ଼ ସୁଗାର ଭଳି ସମସ୍ୟା ଅଛି ତେବେ ଭୁର୍ସୁଙ୍ଗ ପତ୍ରର ସେବନ ନିହାତି କରନ୍ତୁ । ଏହା ଆପଣଙ୍କ ବ୍ଲଡ଼ ସୁଗାର କଣ୍ଟ୍ରୋଲରେ ରଖିବାରେ ବହୁତ ସାହାଯ୍ୟ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button