ଏହି ଦୁଇଟି କାମ ସେହି ପୁଅ/ଝିଅ କରିଥାଏ ଯିଏକି ତୁମକୁ ହୃଦୟରୁ ସତରେ ପ୍ରେମ କରୁଥାଏ
ଆଜି ଆମେ ଆପଣଙ୍କୁ ଏହି ୨ଟି କାମ ଜଣେଇବୁ ଯାହା ସେହି ପୁଅ ମାନେ କିମ୍ବା ଝିଅ ମାନେ ସେହି ୨ଟି କାମ ଯଦି ସେହି ପୁଅମାନେ କିମ୍ବା ଝିଅ ମାନେ କରୁଥିବେ ତାହାଲେ ବୁଝିଯିବେ ଯେ ସେହି ପୁଅ ଏବଂ ଝିଅଙ୍କ ବିଷୟରେ ଯିଏ ଆପଣଙ୍କୁ ପ୍ରକୃତରେ ଭଲପାଇଥାନ୍ତି, ହୃଦୟ ଦେଇ ଭଲପାଇଥାନ୍ତି।
ଆପଣଙ୍କ ବୟଫ୍ରେଣ୍ଡ କିମ୍ବା ଗାର୍ଲଫ୍ରେଣ୍ଡ ଏମିତି କରୁଛନ୍ତି କି ? ଯଦି କରୁଥିବେ ତାହେଲେ ସେମାନେ ପ୍ରକୃତରେ ଭଲପାଇଥାନ୍ତି। ତାହେଲେ ଆସନ୍ତୁ ଜାଣିବା ସେହି ୨ଟି କାମ କଣ?
Google
ତୁମେ ମତେ କେବେ ବୁଝି ପାରିଲ ନାହିଁ:-
ଏହି ଲାଇନ ଆପଣଙ୍କୁ ବହୁତ ନର୍ମାଲ ଲାଇନ ଲାଗୁଥିବ। କିନ୍ତୁ ପ୍ରକୃତରେ ଏହି ଲାଇନ ବିଲକୁଲ ନର୍ମାଲ ଲାଇନ ନୁହଁ ଏହି ଲାଇନ ବହୁତ ସ୍ପେସିଆଲ ଲାଇନ କିନ୍ତୁ ଏହି ଲାଇନ ଯିଏବି କହୁଥିବ ସେ ବି ବହୁତ ସ୍ପେସିଆଲ ହୋଇଥିବ , କୋଣ ପାଇଁ ନାଁ ଏହି ଲାଇନ ଆପଣଙ୍କୁ ବହୁତ କିଛି କହିଥାଏ, କିନ୍ତୁ ଆପଣ ସେ କଥାକୁ ବୁଝିବାକୁ ଚେଷ୍ଟା କରି ନଥାନ୍ତି ତାହେଲେ ଆସନ୍ତୁ ଜାଣିବା ସେହି ଲାଇନ ବିଷୟରେ ଯେ, ତୁମେ ମତେ କେବେ ବୁଝିପାରିଲ ନାହିଁ, ଯଦି ଆପଣଙ୍କ ବୟଫ୍ରେଣ୍ଡ କେବେ କୁହନ୍ତି ତମେ ମତେ ବୁଝିପାରିଲ ନାହିଁ। ତ ଏହାର ମାନେ ସେ ଆପଣଙ୍କୁ ପ୍ରକୃତ ପ୍ରେମ କରୁଛନ୍ତି ମାନେ ବହୁତ ଭଲ ପାଉଛନ୍ତି। ଆଉ ସେ ଯେମିତି ଭଲ ପାଉଛନ୍ତି ସେମିତି ଭଲପାଇବା ଏ ଦୁନିଆରେ କେହି ଦେଇପାରିବେ ନାହିଁ କିମ୍ବା କରିପାରିବେ ନାହିଁ। ପୁଣି ଭାବୁଥିବେ କେମିତି? ବୁଝିବାକୁ ଚେଷ୍ଟା କରନ୍ତୁ। ଗୋଟେ ଟାଇମ ପାସ ମଣିଷ କଣ କୁହେ ଜାଣିଛନ୍ତି, ସେ କେବେ ଚାହିଁ ନଥାଏ, ଆପଣ ତାଙ୍କ କଥା ବୁଝନ୍ତୁ, ତାଙ୍କ ଜୀବନକୁ କେବେ ଉଜାଗର କରିବେ ନାହିଁ, ସେ ନିଜକୁ ଲୁଚାଇ କି ରଖିବେ, ନ ହେଲେ ତାଙ୍କ ମିଛ ଧରା ପୋଡିଯିବ ନାଁ ଟାଇମ ପାସ ମଣିଷ କେବଳ ଖାଲି ଏତିକି ଚାହିଁବ ଫୋଟା ଫୋଟ ଲୋକଙ୍କୁ ୟୁଜ କରିବ, ତାଙ୍କର ଫାଇଦା ଉଠାଇବ ଆଉ ଚାଲି ଯିବ। ଯାହାକି ଟାଇମ ପାସ ମଣିଷ କେବଳ ଏହା ଚାହିଁ ଥାଏ।
କିନ୍ତୁ ଏଠାରେ ତ ଆପଣଙ୍କର ପାର୍ଟନର କହୁଛନ୍ତି ନାଁ ନାହିଁ ମତେ ବୁଝ ସେଇଟା ହିଁ ଆପଣଙ୍କର ବୁଝିବା ଦରକାର। ଯାହାକି ସେ ଏମିତି କହୁଛନ୍ତି ତ ଆପଣ କଣ ବୁଝି ପାରିଲେ ଆପଣଙ୍କ ପାର୍ଟନର ଆପଣଙ୍କୁ ବହୁତ ଅଧିକ ଭଲ ପାଉଛନ୍ତି, ହୃଦୟରୁ ପ୍ରକୃତରେ ଭଲ ପାଉଛନ୍ତି। ଆଉ ଗୋଟେ କଥା କହିବି ଯଦି ଆପଣଙ୍କ ପାର୍ଟନର କହୁଛନ୍ତି ତୁମେ ମତେ କେବେବି ବୁଝି ପାରିଲ ନାହିଁ, ଏହାର ମାନେ ଯେ ଆପଣ ଆପଣଙ୍କ ପାର୍ଟନରକୁ ବୁଝିବା ପାଇଁ ଆପଣଙ୍କର ବହୁତ କିଛି ବାକି ଅଛି। ଯଦି ଆପଣ ଗୋଟେ ଥର ବୁଝିବା ଆରମ୍ଭ କରିଦେବେ ନାଁ ତ ବିଶ୍ୱାସ କରନ୍ତୁ ଆପଣ ଏତେ ଲକୀ ଅନୁଭବ କରିବେ ନାଁ ନିଜେ କହିବେ ତୁମ ଭଳି ଲକୀ ଝିଅ ଏ ଦୁନିଆରେ କେହି ନାହାନ୍ତି। ଆଉ ଏଇ କଥାକୁ ସିରିଅସଲି ନେବେ ହାଲ୍କା ନେବେ ନାହିଁ ଆଉ ଅନୁଭବ କରିବେ ଯେ ମୁଁ ଗୋଟେ ଲକୀ ଝିଅକୁ ବା ପୁଅକୁ ଭଲ ପାଇଛି। ଯଦି ଏମିତି ଲାଇନ ଆପଣଙ୍କ ଗାର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ କହୁଛନ୍ତି ତାହେଲେ ବୁଝିଯିବେ ଯେ ସେ ଆପଣଙ୍କୁ ବହୁତ ଭଲ ପାଇଥାନ୍ତି ସେଥିପାଇଁ ଏମିତି ଲାଇନ କହିଥାନ୍ତି