ମହିଳାମାନେ ରାତିରେ ଯଦି କରନ୍ତି ଏହି ୬ ଟି କାମ ସ୍ଵାମୀ ହୋଇ ଯାଆନ୍ତି କାଙ୍ଗାଳ
ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ଗୋଟିଏ ନାରୀ କୌଣସି ବି ଘରକୁ ନର୍କ କରିପାରେ ବା ସ୍ଵର୍ଗ କରିପାରେ । ଘରକୁ ଚଳାଇବାରେ ମହିଳାମାନଙ୍କର ମୁଖ୍ୟ ଭୂମିକା ରହିଥାଏ । ଜଣେ ମହିଳା ଚାହିଁଲେ ଘରକୁ ଖୁସି ଆଣିପାରେ ଚାହିଁଲେ ସେହି ଘରକୁ ଦୁଃଖ ମଧ୍ୟ ମାଡିଆସେ । ଯଦି ଆପଣ ନିଜ ଘରକୁ ସୁନ୍ଦର ଭାବେ ଗଢିବା ପାଇଁ ଚାହୁଞ୍ଚନ୍ତି ଓ ସବୁବେଳେ ସୁଖ ଚାହୁଞ୍ଚନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି କାମ ବିଷୟରେ କହିବୁ ଯାହାକୁ ଭୁଲରେ କେବେ ବି ରାତିରେ କରିବେ ନାହିଁ ।
ଯଦି ଆପଣ ଏହି କାମକୁ ରାତିରେ କରିବେ ତେବେ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିବ ତାହା ସହିତ ଆପଣଙ୍କ ପରିବାର ଉପରେ ମଧ୍ୟ ପଡିଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି କାମ ଯାହାକୁ ରାତିରେ କେବେ ବି କରିବା ଉଚିତ ନୁହେଁ ।
କେଶ ଖୋଲା କରି ଶୋଇବା
ବନ୍ଧୁଗଣ ମହିଳାମାନେ ବାଳ ବା କେଶକୁ କେବେ ବି ଖୋଲା କରି ଶୋଇବା ଉଚିତ ନୁହେଁ । ମହିଳାମାନଙ୍କୁ ଧ୍ୟାନ ରଖିବା ଜରୁରୀ କି ଯେତେବେଳେ ଆପଣ ରାତିରେ ଶୋଉଛନ୍ତି ତେବେ ବାଳକୁ କେବେ ବି ଖୋଲା ରଖନ୍ତୁ ନାହିଁ କାରଣ ଏମିତି କରିବା ଦ୍ଵାରା ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଏହା ଦ୍ଵାରା ଆପଣଙ୍କର କୌଣସି ବି କାମ ସଂପୂର୍ଣ୍ଣ ହୋଇନଥାଏ ଓ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ମଧ୍ୟ ଚାଲି ଯାଇଥାନ୍ତି । ଯାହା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିନଥାଏ ।
ମହିଳାମାନଙ୍କୁ ଧ୍ୟାନ ରଖିବା ଉଚିତ କି ରାତି ସମୟରେ ଆପଣ କାହାକୁ ଘରୁ କ୍ଷୀର ବା ଦହି ଦିଅନ୍ତୁ ନାହିଁ । କାରଣ କୁହାଯାଏ କି ଏମିତି କରିବା ଦ୍ଵାରା ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ ।
ଅଧିକ ଭୋଜନ କରିବା
ବନ୍ଧୁଗଣ ଶୋଇବାର ଦୁଈ ଘଣ୍ଟା ପୂର୍ବରୁ ଆପଣଙ୍କୁ ଖାଇବା ଉଚିତ । ଯଦି ଆପଣ ରାତିରେ ଶୋଇବାର 2 ଘଣ୍ଟା ପୂର୍ବରୁ ଖାଦ୍ୟ ଗ୍ରହଣ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ଯଦି ଆପଣ ରାତିରେ ଶୋଇବାର ଠିକ ପୂର୍ବରୁ ଖାଦ୍ୟ ଖାଉଛନ୍ତି ଓ ଅଧିକ ମାତ୍ରାରେ ଖାଦ୍ୟ ଖାଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ନିଦ ମଧ୍ୟ ଖରାପ ହୋଇଥାଏ ଓ ଆପଣଙ୍କର ଖାଦ୍ୟ ଠିକ ଭାବରେ ହଜମ ହୋଇ ନଥାଏ ଯାହା ଦ୍ଵାରା ଆପଣଙ୍କୁ ପେଟ ସମ୍ବନ୍ଧୀୟ ସମସ୍ୟା ହେବାର ଅଧିକ ସମ୍ଭାବନା ଥାଏ ।
ଅଇଁଠା ବାସନ ପକାଇ ରଖିବା
ରାତିରେ ଯେତେବେଳେ ସମସ୍ତେ ଖାଇ ସାରୁଛନ୍ତି ତେବେ ଆପଣ ଚେଷ୍ଟା କରିବେ କି ଅଇଁଠା ବାସନ ଗୁଡିକୁ ସଫା କରି ଯଥା ସ୍ଥାନରେ ରଖିଦେଇ ଶୁଅନ୍ତୁ । ଯଦି ଆପଣ ଏମିତି କରୁ ନାହାଁନ୍ତି ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ରହିଥାନ୍ତି ଓ ଆପଣଙ୍କ ଘରେ ସବୁବେଳେ ଦୁଃଖ ଲାଗି ରହିଥାଏ ।
ଝାଡୁ