ରାତିରେ ଶୋଇବା ଆଗରୁ ଚୁପଚାପ ଏହି ମନ୍ତ୍ର 3 ଥର କୁହନ୍ତୁ, ଯାହାକୁ ନିଜର କରିବାକୁ ଚାହୁଁଥିବେ, ସେ ନିଜେ ଆପଣଙ୍କ ପାଖକୁ ଆସିବ
ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ବଶୀକରଣ ମନ୍ତ୍ର କହିବାକୁ ଯାଉଅଛୁ । ଏହା ଫଳରେ ଆପଣ ଅତି ସହଜରେ ଅନ୍ୟକୁ ନିଜ ଅଧୀନରେ ବଶୀଭୂତ କରିପାରିବେ । ସେ ଝିଅ ହେଉ ଅଥବା ପୁଅ ଏହି ମନ୍ତ୍ରଟି ଜାଣିଲେ ତାଙ୍କୁ ଆପଣ ନିଜ ବଶୀଭୂତ କରିପାରିବେ । କିନ୍ତୁ ମନେ ରଖନ୍ତୁ ଏହି ଉପାୟଟି ଆପଣ ସଠିକ ସ୍ଥାନରେ ପ୍ରୟୋଗ କରିବେ । ଏହାକୁ ଆପଣ ଅନ୍ୟ କୌଣସି ଖରାପ କାର୍ଯ୍ୟ ନିମନ୍ତେ ଉପଯୋଗ କରିବେ ନାହିଁ । ଏହି ଉପାୟଟି କରିବା ଦ୍ଵାରା ଆପଣ ଅତି ସହଜରେ ତାହାର ଫଳ ପାଇ ପାରିବେ ।
ଆଜି ଆମ୍ଭେ ଆପଣ ମାନଙ୍କୁ ଯେଉଁ ମନ୍ତ୍ରଟି ବିଷୟରେ କହିବାକୁ ଯାଉଅଛୁ ଆପଣ ଏହାକୁ କେବଳ ଗୁରୁବାର ଦିନ ହିଁ କରିବା ଆବଶ୍ୟକ । ସର୍ବ ପ୍ରଥମେ ଆପଣ ଏକ ଧଳା କାଗଜ ଆଣନ୍ତୁ । ଏହା ସହିତ ଗୋଟିଏ ନାଲି କଲମ ଆଣନ୍ତୁ । ଏହାପରେ ଆପଣ ଏହି କାଗଜ ଉପରେ ସେହି ୩ ଟି ଶବ୍ଦକୁ ଲେଖି ଦିଅନ୍ତୁ । ଏହି ୩ ଟି ଶବ୍ଦ ହେଉଛି “ବଂଶ ଭବଂ ବଶହ” । ଆପଣ ଏହି ୩ ଟି ଶବ୍ଦ କୁ ବଡ ବଡ କରି ଲେଖିବାକୁ ଚେଷ୍ଟା କରିବେ । ଏହାଫଳରେ ଆପଣ ଏହାକୁ ନିଜେ ଭଲସେ ପଢିପାରିବେ । ଏହାକୁ ସଂପୂର୍ଣ୍ଣ ରୂପେ ଲେଖିସାରିବା ପରେ ଏହି ଶବ୍ଦ ଗୁଡିକୁ ଆପଣ ୩ ଥର କହି ଦିଅନ୍ତୁ ।
ଏହାପରେ ଆପଣ ସେହି ଝିଅ ଅଥବା ସେହି ମନୁଷ୍ୟ ର ନାମ ୫ ଥର କହିଦିଅନ୍ତୁ । ଯାହାକୁ ଆପଣ ନିଜ ଅଧୀନ ଅଥବା ନିଜ ବଶରେ କରିବାକୁ ଚାହୁଁଛନ୍ତି ତାହାର ନାମ ଆପଣ ୫ ଥର ଉଚ୍ଚାରଣ କରି ନିଅନ୍ତୁ । ସେହି ବ୍ୟକ୍ତି ବିଶେଷ ଜଣେ ମହିଳା ଅଥବା ପୁରୁଷ ହୁଅନ୍ତୁ । ଆପଣ ଏହାକୁ ଗୁରୁବାର ଦିନ କରିବା ଦ୍ଵାରା ସେ ନିଶ୍ଚିନ୍ତ ଆପଣଙ୍କ ବଶରେ ହୋଇଯିବ ।
ଏହାପରେ ଆପଣ ନିଜେ ତାହା ପରଦିନ ସକାଳୁ ଏହାର ସଙ୍କେତ ପାଇ ପାରିବେ ।
ମାତ୍ର ବନ୍ଧୁଗଣ ମନେ ରଖନ୍ତୁ ଯେ ଏହା ବେଳେ ବେଳେ କାର୍ଯ୍ୟକାରୀ ହୋଇନଥାଏ ଅଥବା କାମ କରି ନଥାଏ । କାରଣ ୧୦୦ ଲୋକ ମଧ୍ୟରୁ ଅତି କମରେ ୩ ରୁ ୪ ଜଣ ଫେଲ ମାରିଥାନ୍ତି । ଏଣୁ କେବେ ମଧ୍ୟ ଆପଣ ମନକଷ୍ଟ କରିବେ ନାହିଁ ।