ଦେଶ ବିଦେଶ

ତୁରନ୍ତ ଛାଡ଼ନ୍ତୁ ଏହି ୫ଟି ଅଭ୍ୟାସ ନହେଲେ ଶୀଘ୍ର ହୋଇଯିବେ ବୁଢ଼ା,ଏହି ଲକ୍ଷଣ ଦେଖାଗଲେ ଆଜି ହିଁ ସୁଧାରି ନିଅନ୍ତୁ

ଏହି ଦୁନିଆରେ ଏମିତି କୌଣସି ବି ମଣିଷ ନଥିବ,ଯିଏ ଏହା ଚାହୁଁଥିବ କି ସେ ଶୀଘ୍ର ବୁଢା ନଜର ଆସିବ । ସମସ୍ତେ ୟଙ୍ଗ ଆଉ ଫିଟ ଦେଖାଯିବାକୁ ଚାହାଁନ୍ତି । ଲୋକ ଏହା ଚାହାନ୍ତି କି ସେ ନିଜ ବୟସ ଠାରୁ କିଛି ବର୍ଷ କମ୍ ହିଁ ଦେଖାଯାଆନ୍ତୁ । ଲୋକ ତାଙ୍କ ଚେହରାରେ ବୟସର ରେଖା ଲୁ-ଚେଇ-ବା ପାଇଁ ବଜାରରେ ମିଳୁଥିବା ମ-ହ-ଙ୍ଗା ମ-ହ-ଙ୍ଗା କ୍ରିମ ଏବଂ ମଶ୍ଚରାଇଜରର ବ୍ୟବହାର କରନ୍ତି କିନ୍ତୁ ଯେତେବେଳେ ଆମେ ବୁଢା ହେବାକୁ ଲାଗୁ,ସେତେବେଳେ ଆମ ଚେହେରାର କିଛି ଅଂଶରେ ବୟସର ପ୍ରଭାବ ଦ୍ରୁତ ଗତିରେ ବଢିବାକୁ ଲାଗେ ।

ଲୋକଙ୍କ ଉପରେ ବଢୁଥିବା ବୟସର ପ୍ରଭାବ ନଦେଖାଯାଉ,ସେଥିପାଇଁ ସେ ଯୋଗ ଆଉ ସଠିକ ଖାଦ୍ୟ ପେୟର ସାହାରା ନେଇଥାନ୍ତି ଏବଂ ଏହାକୁ ତାଙ୍କର ଅଭ୍ୟାସର ଅଂଶ ବନେଇ ନିଅନ୍ତି । କିନ୍ତୁ କିଛି ଅଭ୍ୟାସ ଏମିତି ମଧ୍ୟ ହୋଇଥାଏ,ଯାହା ଆମକୁ ଫିଟ ରଖିବା ପରିବର୍ତ୍ତେ ଏଜିଙ୍ଗ ପ୍ରୋସେସ କୁ ଆହୁରି ଦ୍ରୁ-ତ କରିଦିଏ । କେବଳ ଏତିକି ନୁହେଁ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ଖରାପ ପ୍ର-ଭା-ବ ପଡିଥାଏ,ଏହି କିଛି ଖରାପ ଅଭ୍ୟାସ କାରଣରୁ ଲୋକ ସମୟ ପୂର୍ବରୁ ହିଁ ବୁଢା ଦେଖାଯାନ୍ତି ।

ଯଦି ଆପଣ ମଧ୍ୟ ସମୟ ପୂର୍ବରୁ ବୁଢା ହେବାକୁ ଚାହୁଁନାହାଁନ୍ତି,ତେବେ ଆପଣଙ୍କୁ ଯେତେ ଜଲ୍ଦି ହେବ ସେତେ ଜଲ୍ଦି କିଛି ଖରାପ ଅଭ୍ୟାସକୁ ଛାଡିବାକୁ ହେବ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ସେହି ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ସମୟ ପୂର୍ବରୁ ବୁଢା ବନେଇଦିଏ । ଯେତେ ଜଲ୍ଦି ହେଇପାରିବ ଆପଣ ଏଥିରେ ସୁଧାର କରନ୍ତୁ ।

ଏହି ଅଭ୍ୟାସ ଆପଣଙ୍କୁ ଶୀଘ୍ର କରିଦେବ ବୁଢା ;-

ଫିଜିକାଲ୍ ଆକ୍ଟିଭିଟିକୁ ଅଣଦେଖା କରିବା –

ପ୍ରାୟତଃ ଦେଖାଯାଇଛି କି ଲୋକ ଫିଜିକାଲ୍ ଆକ୍ଟିଭିଟି କୁ ଅଣଦେଖା କରିଦିଅନ୍ତି । ଏହି ଖରାପ ଅଭ୍ୟାସ ମଣିଷକୁ ଶାରୀ-ରିକ ରୂପରେ ଅନେକ ବେମାରୀର ଶି-କା-ର କରିଦେଇ ପାରେ । ଏଥିରେ ଏଜିଙ୍ଗ ପ୍ରୋସେସ ମନକୁ ମନ ଦ୍ରୁତ ହୋଇଯାଏ ।

ଯଦି କୌଣସି ମଣିଷ ଲଗାତାର ବସିରହିଥାଏ ଏବଂ ସେ ଫିଜିକାଲ୍ ଆକ୍ଟିଭିଟି କରେ ନାହିଁ ତେବେ ସେ ମୋଟା ହେବାକୁ କଗିଥାଏ । ବୟସ ବଢିବା ସହିତ ତାଙ୍କୁ ଅନେକ ପ୍ରକାରର ଶାରୀ-ରିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ମାନ-ସିକ ଚାପ ନେବା ;-

ଅଧିକ ଚାପ ନେବା କାରଣରୁ ଏହା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଆପଣ ମାନେ ତ ନିଶ୍ଚିତ ଶୁଣିଥିବେ କି ଚିନ୍ତା ଚିତା ସମାନ ହୋଇଥାଏ । ଯଦି ଆପଣ ଅଧିକ ଚିନ୍ତା କରୁଛନ୍ତି,ତେବେ ଏଥିରେ ଆପଣ ବହୁତ ଜଲ୍ଦି ବୁଢା ହେବାକୁ ଲାଗନ୍ତି । ଯେଉଁ ବ୍ୟକ୍ତି ଅଧିକ ଚାପ ନିଏ,ସେ ମାନସିକ କିମ୍ୱା ଶାରୀ-ରିକ ବିମାରି ର ଶି-କା-ର ସହଜରେ ହୋଇପାରେ ।

ଷ୍ଟ୍ରେସ କୁ ଗୋଟିଏ ସାଇଲେଣ୍ଟ କିଲର ରୂପ ବୋଲି ବିଶ୍ୱାସ କରାଯାଏ,ଯାହା ବହୁତ ଖତରନାକ ପ୍ରମାଣିତ ହୋଇପାରେ । ଯଦି ଆପଣ ଚାହୁଁଛନ୍ତି କି ଆପଣ ସବୁବେଳେ ଯବାନ ହୋଇ ରୁହନ୍ତୁ,ତେବେ ଆପଣ ଅଧିକ ଚାପ ନେବାରୁ ବଞ୍ଚନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button