ଖେଳ ଖବର

ସୋସିଆଲ ମିଡିଆ ରୋଜଗାରକୁ ନେଇ ମୁହଁ ଖୋଲିଲେ କୋହଲୀ – bajravana

[ad_1]

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମେନ୍ ବିରାଟ କୋହଲୀଙ୍କ ସୋସିଆଲ ମିଡିଆ ରୋଜଗାରକୁ ନେଇ ଚର୍ଚ୍ଚା ଜୋର ଧରିଛି । କୋହଲୀ ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ୧୧.୪୫ କୋଟି ଟଙ୍କା ରୋଜଗାର କରୁଥିବା ନେଇ କିଛି ମିଡିଆ ରିପୋର୍ଟସ୍ ସାମ୍ନାକୁ ଆସିଥିଲା । କିନ୍ତୁ ଏନେଇ ନିଜେ ବିରାଟ କୋହଲୀ ଟ୍ୱିଟ୍ କରି ସ୍ପଷ୍ଟ କରିଦେଇଛନ୍ତି ।

ବିରାଟ କୋହଲୀ କହିଛନ୍ତି ଯେ, ଜୀବନରେ ମୋତେ ଯାହା ବି ମିଳିଛି ତାକୁ ନେଇ ମୁଁ ଆଭାରୀ । କିନ୍ତୁ ମୋ ସୋସିଆଲ ମିଡିଆ ରୋଜଗାରକୁ ନେଇ ଯେଉଁ ଖବର ସାମ୍ନାକୁ ଆସିଛି ତାହା ସତ ନୁହେଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button