ଦେଶ ବିଦେଶ

୧୭ ମାସ ପରେ ନବାବ ମଲ୍ଲିକଙ୍କୁ ମିଳିଲା ଜାମିନ – bajravana

[ad_1]

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲ୍ଲିକଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ସୁପ୍ରିମକୋର୍ଟ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ମଲ୍ଲିକଙ୍କୁ ଚିକିତ୍ସା ଆଧାରରେ ସୁପ୍ରିମକୋର୍ଟ ୨ ମାସର ଜାମିନ ପ୍ରଦାନ କରିଛନ୍ତି ।

ଇଡିଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ନବାବ ମଲ୍ଲିକଙ୍କ ଜାମିନକୁ ବିରୋଧ କରିନଥିଲେ । ଉକ୍ତ ମାମଲାରେ ମଲ୍ଲିକ ଫେବୃଆରୀ ୨୨ରୁ ଜେଲରେ ଅଛନ୍ତି । ଏମିତିରେ ତାଙ୍କୁ ୧୭ ମାସ ପରେ ଜାମିନ ମିଳିଛି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button