ଦେଶ ବିଦେଶ

ସ୍ଵାମୀ ସ୍ତ୍ରୀ କେଉଁ ପାପ କରିଲେ, ଘରୁ ଲକ୍ଷ୍ମୀ ଛାଡିଯାଆନ୍ତି…

ଜୀବନକୁ ସରସ ସୁନ୍ଦର କରି ଗଢି ତୋଳିବାକୁ ହେଲେ । ପ୍ରାଚୀନ କାଳ ମାନଙ୍କରୁ ଗ୍ରନ୍ଥ, ଶାସ୍ତ୍ର, ପୁରାଣ ଆଦିରେ ବର୍ଣ୍ଣିତ ହୋଇଥିବା ନିୟମକୁ ପଢିବା ଦରକାର । ସେହି ଶାସ୍ତ୍ର ଓ ପୂରଣ ସମ୍ମତ ନିୟମ ବିଷୟରେ ଜାଣିବା ଦରକାର । ଯାହା ଦ୍ଵାରା ଜୀବନରେ କଳହ, ଦୁଃଖ, କ୍ଲେଶ ଓ ବିଭିନ୍ନ ପ୍ରକାର ସମସ୍ଯା ଆସିପାରିନଥାଏ । ବିଶେଷ କରି ସ୍ଵାମୀ ଓ ସ୍ତ୍ରୀ ମାନଙ୍କୁ କେଉଁ ସବୁ ନିୟମର ପାଳନ କରିବାକୁ ପଡିଥାଏ ସେ ସମ୍ପର୍କରେ ଏଠାରେ ଜାଣିବା ।

 

1- ଦିନ ସମୟରେ ସ୍ଵାମୀ ଓ ପୁରୁଷ ଶାରୀରିକ ସମ୍ପର୍କ ବନାଇବା ଉଚିତ ନୁହେଁ । ଯାହାକି ମହାବିଶନୁ ପୁରାଣରେ ବର୍ଣ୍ଣନା କରାଯାଇଛି । ଯେଉଁ ସ୍ଵାମୀ ଓ ସ୍ତ୍ରୀ ଦିନ ସମୟରେ ସଂଭୋଗ କରିଥାନ୍ତି । ସେମାନଙ୍କ ଆୟୁଷ କମିଯିବା ସହ ଜୀବନର ଅନ୍ତରେ ସେମାନେ ନର୍କର ଯନ୍ତ୍ରଣା ଭୋଗ କରିଥାନ୍ତି ।

2- ଯେଉଁ ସ୍ଵାମୀ ଓ ସ୍ତ୍ରୀ ଅର୍ଥାତ ଯେଉଁ ଦମ୍ପତ୍ତି ଜଳ ମଧ୍ୟରେ ସଂଭୋଗ କରନ୍ତି । ଏହା ଦ୍ଵାରା ବହୁତ ଅମଙ୍ଗଳ ହୋଇଥାଏ । ସ୍ଵାମୀ ଓ ସ୍ତ୍ରୀ ର ପବିତ୍ର ସମ୍ପର୍କରେ ଫାଟ ଆସିବାର ସମ୍ଭାବନା ରହିଥାଏ ।

 

3- ଏହି 3 ନାରୀଙ୍କ ସହ ପୁରୁଷ ମାନେ ସମ୍ପର୍କ ରଖିବା ଉଚିତ ନୁହେଁ । ଯେପରି ଗର୍ଭିଣୀ ନାରୀ ଅର୍ଥାତ ଯେଉଁ ମାନେ ଗର୍ଭଧାରଣ କରିଥାନ୍ତି । କୁପିତା ନାରୀ ଅର୍ଥାତ ଯେଉଁ ମାନେ ଅଧିକ କୋପ ବା ରାଗ ପ୍ରକାଶ କରିଥାନ୍ତି । ନଷ୍ଟା ଅର୍ଥାତ ଯେଉଁ ନାରୀ ମାନେ ଅନେକ ପୁରୁଷ ସହ ସମ୍ପର୍କ ରଖି ସେମାନଙ୍କର ଚରିତ୍ର ନଷ୍ଟ ହୋଇଯାଇଥାଏ । ଏହିଭଳି ନାରୀଙ୍କ ସହ ପୁରୁଷ ମାନେ ସମ୍ବଦ୍ଧ ବନାଇବା ଉଚିତ ନୁହେଁ । ନଚେତ ଏଭଳି ନାରୀଙ୍କ ସହ ସମ୍ପର୍କ ସମ୍ବଦ୍ଧ ବନାଉଥିବା ପୁରୁଷ ମାନେ ପାପର ଭାଗୀଦାର ହୋଇଥାନ୍ତି ।

4- ଯେଉଁ ପୁରୁଷ ନିଜ ସ୍ତ୍ରୀ ଥାଇକି ମଧ୍ୟ ପର ନାରୀ ସହ ସମ୍ପର୍କ ରଖେ । ଯେଉଁ ପୁରୁଷ କୁଆଁରୀ ଝିଅଙ୍କ ସହ ସମ୍ପର୍କ ରଖନ୍ତି । ସେମାନେ ମଧ୍ୟ ପାପ କରିଥାନ୍ତି ।

 

ବିବାହ ପରେ ନିଜ ସ୍ତ୍ରୀ ସହ ସ୍ତ୍ରୀ ର ଇଛା ବିରୁଦ୍ଧରେ ସମ୍ପର୍କ ରଖିବା ଶାସ୍ତ୍ରସମ୍ମତ ହୋଇନଥାଏ । ତେଣୁ ସ୍ତ୍ରୀ ଙ୍କ ଠାରୁ ଅନୁମତି ନେଇ ସ୍ଵାମୀ ସ୍ତ୍ରୀ ସମ୍ବଦ୍ଧ ବନାଇପାରିବେ । ଋତୁମତୀ ହୋଇଥିବା ମହିଳାଙ୍କ ସହ ପୁରୁଷ ସମ୍ପର୍କ ରଖିଲେ ସେ ଲକ୍ଷ୍ମୀଛଡା ହୋଇଥାଏ । ସେହି ବ୍ୟକ୍ତିର ମାନ ହାନୀ ହେବା ସହ ସେ ଦରିଦ୍ର ମଧ୍ୟ ହୋଇଯାଇଥାଏ ।

ତେଣୁ ଏହି ସବୁ ନିୟମର ପାଳନ କରି ସ୍ଵାମୀ ଓ ସ୍ତ୍ରୀ ସମ୍ବଦ୍ଧ ବନାଇ ପାରିବେ

Related Articles

Leave a Reply

Your email address will not be published. Required fields are marked *

Back to top button