ଓଡିଶା

ଭାଙ୍ଗିଲା ବିଧାନସଭା – bajravana

[ad_1]

ରାଜ୍ୟପାଳ ରଘୁବର ଦାସ ଆଜି ରାଜ୍ୟ ବିଧାନସଭା କୁ ଭାଙ୍ଗିଛନ୍ତି l ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟାକ୍ଷତା ରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ରେ ବିଧାନସଭା ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l

ଏହି ନିଷ୍ପତ୍ତି ରାଜ୍ୟପାଳଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଥିଲା l

ରାଜ୍ୟ ସରକାରଙ୍କ ସୁପାରିଶ ପାଇବା ପରେ ରାଜ୍ୟପାଳ ବିଧାନସଭା ଭଙ୍ଗ କରିଛନ୍ତି l ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l

ଆସନ୍ତାକାଲି ନୂଆ ନିର୍ବାଚନର ଭୋଟ ଗଣତି କରାଯିବ l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button