ଓଡିଶା

ରାଉରକେଲା କଂଗ୍ରେସ ଦୁଇଫାଳ – bajravana

[ad_1]

ରାଉରକେଲା: ‌ଲୋକସଭା ତଥା ବିଧାନସଭା ନିର୍ବାଚନ ପୂର୍ବରୁ ରାଉରକେଲା କଂଗ୍ରେସ ଦୁଇଫାଳ ହୋଇଛି। ବିଧାୟକ ପ୍ରାର୍ଥୀ ବି.ଏନ. ପଟ୍ଟନାୟକ ଓ ରଘୁନାଥପାଲି ପାର୍ଥୀ ଗୋପାଳ ଦାସଙ୍କୁ ଦଳରେ କଡା ବିରୋଧ କରାଯାଇଛି।

ଗୁରୁବାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସଭାପତି ରବି ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଦୁଇ ପାର୍ଥିଙ୍କୁ ପରିବର୍ତ୍ତନ କରିବାକୁ ଦାବି କରାଯାଇଛି। ପରିବର୍ତ୍ତନ କରା ନ ଗଲେ ନିର୍ବାଚନରେ ସହଯୋଗ ନ କରିବାକୁ ଦଳୀୟ ଅସନ୍ତୁଷ୍ଟ ମାନଙ୍କ ପକ୍ଷରୁ ଧମକ ଦିଆଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button