ଅପରାଧ

ଜଙ୍ଗଲରେ ମାରଣାସ୍ତ୍ର: ପୁଲିସର ତଦନ୍ତ ଆରମ୍ଭ – bajravana

[ad_1]

ଖୋର୍ଦ୍ଧା: ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପାଇକତିଗିରିଆ ଗ୍ରାମ ନିକଟ ଜଙ୍ଗଲରେ ପିସ୍ତଲ, ଭୁଜାଲି ,ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ପଡ଼ିଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସେଠାରେ ଏକ ଟେଣ୍ଟ କରାଯାଇ ଗଦି ତକିଆ ଚାଦର ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ରହିଛି।



[ad_2]

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button