ଦିନରେ କେତେ ଥର ଗ୍ରୀନ୍ ଟି ପିଇବେ : ଜାଣନ୍ତୁ ଏହା ବିଷୟରେ… – bajravana
[ad_1]
ଓଜନ ହ୍ରାସ ପାଇଁ ଲାଭଦାୟକ ଗ୍ରୀନ୍ ଟି । ନିୟମିତ ପିଇବା ଦ୍ୱାରା ଶରୀରେ ମେଟାବୋଲିଜିମ୍ ବୃଦ୍ଧି ପାଏ ଏବଂ ଶରୀର ହାଲୁକା ଅନୁଭବ କରେ । କିନ୍ତୁ ଦିନକୁ କେତେ କପ୍ ଗ୍ରୀନ୍ ଟି ପିଇବା ଉଚିତ୍ ?ଦିନକୁ କେବଳ ୨ କପ୍ ଗ୍ରୀନ୍ ଟି ପିଇବା ଉଚିତ୍ । ଓଜନ ହ୍ରାସ ପାଇଁ ଅତ୍ୟଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ପେଟରେ ଉତ୍ତେଜନା ସୃଷ୍ଟି ହୋଇପାରେ । କୁହାଯାଏ ଯେ ଏଥିରେ ଟେନିନ୍ ରହିଥାଏ, ଯାହା ଶରୀରରେ ଏସିଡ୍ ପରିମାଣକୁ ବଢାଇଥାଏ ।
ଯଦି ଜଣେ ବ୍ୟକ୍ତି ଦିନକୁ ୨ କିମ୍ବା ୩ କପରୁ ଅଧିକ ଗ୍ରୀନ୍ ଟି ପିଅନ୍ତି, ତେବେ ସେ ମାନସିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏମିତିକି ଏହାକୁ ଅଧିକ ମାତ୍ରାରେ ପିଇବା ଦ୍ୱାରା ମାଇଗ୍ରେନ୍ ମଧ୍ୟ ହୋଇପାରେ। ଅତ୍ୟଧିକ ଗ୍ରୀନ୍ ଟି ପିଇବା ନିଦ୍ରହୀନତାର କାରଣ ହୋଇଥାଏ । ନିଦ୍ରହୀନତାରୁ ଯୋଗୁଁ ଶରୀରରେ ମେଲାଟୋନିନ୍ ହରମୋନର ସନ୍ତୁଳନ ବିଗଡିପାରେ । ଯଦି ଗ୍ରୀନ୍ ଟି ଅଧିକ ମାତ୍ରାରେ ପିଆଯାଏ, ତେବେ ଏହା ହଜମ ପ୍ରକ୍ରିୟାର କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇପାରେ । ତେଣୁ ଗ୍ରୀନ୍ ଟିକୁ କେବଳ ବିଶେଷଜ୍ଞଙ୍କ ପରାମର୍ଶରେ ପିଅନ୍ତୁ ।
[ad_2]