ଦେଶ ବିଦେଶ

One Nation – One Election : ଏକ ସମୟରେ ଭୋଟ ପାଇଁ ୮୧% ଲୋକ ଏକମତ – bajravana

[ad_1]

ନୂଆଦିଲ୍ଲୀ,୨୨/୧ : ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ସର୍ବାଧିକ ଲୋକଙ୍କ ସମର୍ଥନ ଦେଇଛନ୍ତି । ଦେଶ ପ୍ରାୟ ୮୧ % ଲୋକ ଏକସଙ୍ଗରେ ନିର୍ବାଚନ ପାଇଁ ଏକମତ ଦେଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାଜନାଥ କୋବିନ୍ଦଙ୍କ ନେତୃତ୍ବରେ ଏକ ରାଷ୍ଟ୍ର ଏକ ନିର୍ବାଚନ କମିଟିକୁ ପ୍ରାୟ ୨୦ ହଜାରରୁ ଅଧିକ ଲୋକ ପରାମର୍ଶ ଦେଇଛନ୍ତି । ଏନେଇ ରବିବାର ଦିଲ୍ଲୀରେ ବସିଥିବା ତୃତୀୟ ବୈଠକରେ କମିଟି ସୂଚନା ଦେଇଛି । ଆସନ୍ତା ଜନୁଆରୀ ୨୭ ତାରିଖରେ ଚତୁର୍ଥ ବୈଠକ ବସିବ । ଏପର୍ଯ୍ୟନ୍ତ ମାତ୍ର ୧୭ଦଳ ନିଜ ନିଜର ମତ ରଖିଛନ୍ତି । କଂଗ୍ରେସ, ତୃଣମୂଳ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଏକସଙ୍ଗରେ ନିର୍ବଚନକୁ ବିରୋଧ କରୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button