ରାଜନୀତି

ଆସନ୍ତାକାଲି ଇଣ୍ତିଆ ମେଣ୍ଟର ବୈଠକ – bajravana

[ad_1]

ନୂଆଦିଲ୍ଲୀ, ୫/୧୨ : ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ ଇଣ୍ଡିଆ ମେଣ୍ଟରେ ଥିବା ଦଳଗୁଡ଼ିକ ନିଜର ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି। ଆସନ୍ତାକାଲି ଇଣ୍ଡିଆ ମେଣ୍ଟର ବୈଠକ ଡାକିଛି। ହେଲେ ୬ ତାରିଖର ବୈଠକ ସମ୍ପର୍କରେ ମମତା ବାନାର୍ଜୀଙ୍କ ଟିଏମସି ପାଖରେ କୌଣସି ଖବର ନାହିଁ। ତେଣୁ ୬ ତାରିଖ ବୈଠକରେ ଟିଏମସି ସାମିଲ ହେବ କି ନାହିଁ, ତା’କୁ ନେଇ ସସପେନ୍ସ ସୃଷ୍ଟି ହୋଇଛି। ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେଇପାରିବେ ନାହିଁ। କାରଣ ବୁଧବାର ପାଇଁ ମମତାଙ୍କ କାର୍ଯ୍ୟ ସୂଚୀ ପ୍ରସ୍ତୁତ ହୋଇ ସାରିଛି। ତେଣୁ ସେ ଦିଲ୍ଲୀ ଆସିପାରିବେ ନାହିଁ। ସେହିପରି ଟିଏମସିକୁ ଏଯାଏ ବୈଠକ ସମ୍ପର୍କରେ ବିଧିବଦ୍ଧ ଡକରା ମିଳି ନଥିବାରୁ ଦଳର କୌଣସି ନେତା ମଧ୍ୟ ସାମିଲ ହେବାର ଆଶା କ୍ଷୀଣ ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button