ଦେଶ ବିଦେଶ

ରାଘବ ବିନା ସର୍ତ୍ତରେ ରାଜସଭା ସଭାପତିଙ୍କୁ କ୍ଷମା ମାଗନ୍ତୁ: ସୁପ୍ରିମକୋର୍ଟ – bajravana

[ad_1]

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନ ମାମଲାରେ ସୁପ୍ରିମକୋର୍ଟ ଦଖଲ ଦେଇଛନ୍ତି । ରାଜ୍ୟସଭା ସଭାପତି ଜଗଦୀପ ଧନଖଡ଼ଙ୍କୁ ଭେଟି ବିନା କୌଣସି ସର୍ତ୍ତରେ କ୍ଷମା ମାଗିବାକୁ ରାଘବଙ୍କୁ ସୁପ୍ରିମକୋର୍ଟ କହିଛନ୍ତି । ସଭାପତି ସହାନୁଭୂତି ପୂର୍ବକ ମାମଲାକୁ ଶୁଣି ଆଗକୁ ବଢ଼ାଇବେ ବୋଲି ମଧ୍ୟ କୋର୍ଟ କହିଛନ୍ତି । ମାମଲାର ଆଗାମୀ ଶୁଣାଣୀ ନଭେମ୍ବର ୨୦ରେ ହେବ। ଏହାସହ ଉକ୍ତ ମାମଲା ସମ୍ବନ୍ଧରେ ଆଗାମୀ ସୂଚନା ଦେବାକୁ ଅଟର୍ଣ୍ଣି ଜେନେରାଲଙ୍କୁ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button