ଦେଶ ବିଦେଶ

୫ ବର୍ଷ ପରେ ଶିରିଡ଼ି ପହଞ୍ଚିଲେ ମୋଦୀ – bajravana

[ad_1]

ମହାରାଷ୍ଟ୍ର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ୫ ବର୍ଷ ପରେ ମହାରାଷ୍ଟ୍ର ପହଞ୍ଚିଛନ୍ତି । ଏହି ଅବସରରେ ମୋଦୀ ଶିରିଡ଼ି ସାଈ ମନ୍ଦିରରେ ପୂଜା ଅର୍ଚ୍ଚନା କରିଛନ୍ତି । ସେଠାରେ ମନ୍ଦିର ପରିସର ମଧ୍ୟରେ ନିର୍ମାଣ ହୋଇଥିବା ଦର୍ଶନ ଧାଡ଼ିର ଉଦଘାଟନ କରିଛନ୍ତି । ଖାସ୍ କଥାଟି ହେଲା, ମୋଦୀ ଏହି ପରିଯୋଜନାର ଲୋକାର୍ପଣ କରିଥିଲେ । ଏହି ସମୟରେ ମୋଦୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button