news

କାହିଁକି KISS ଦେଉଥିବା ସମୟରେ ହୋଇଥାଏ ଆଖି ବନ୍ଦ

Image result for couple forehead kiss

ଅନେକ ସମୟରେ ଆପଣ ନିଜେ ଅନୁଭୁତ କରିଥିବେ KISS କରୁଥିବା ସମୟରେ ଆପେ ଆପେ ଆଖି ବନ୍ଦ ହୋଇଯାଇଥାଏ । ତେବେ ଏହାର ପଛର କାରଣ ବୋଧ ହୁଏ କିଏ ଜାଣିଥିବେ । କିନ୍ତୁ ଏବେ କିଛି ଗବେଷକ ଏହାର କାରଣ ଖୋଜି ବାହାର କରିଛନ୍ତି । ଆଜ୍ଞା ହଁ , KISS ବା ଚୁମ୍ବନ ସମୟରେ ଆଖି ବନ୍ଦ ହେବା ପଛରେ ରହିଛି ଏକ ବୈଜ୍ଞାନିକ କାରଣ ।

ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେତେବେଳେ ଦୁଇ ସାଥି ପରସ୍ପରକୁ KISS ଦେଇଥାନ୍ତି ସେତେବେଳେ ତାଙ୍କ ମନ ଏବଂ ମସ୍ତିଷ୍କରେ ଆଉ କିଛି ଚାଲିନଥାଏ । ମାନସିକ ଭାବନା ଅନ୍ଧାର ହୋଇଯାଇଥାଏ । ଯାହା ଫଳରେ ଆପେଆପେ ଆଖି ବନ୍ଦ ହୋଇଯାଇଥାଏ ।

ସେହିପରି ଲଣ୍ଡନର ଯୁନିଭସିଟିରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି KISS ସମୟରେ ଆଖି ବନ୍ଧ ହେବାର କାରଣ ସେହି ସମୟରେ ଉଦ୍ଭୟ ବ୍ୟକ୍ତିଙ୍କ ମନରେ ଅନେକ ଅସାଧାରଣ ଜିନିଷ ଗତି କରିଥାଏ । ଏହା ଛଡ଼ା ସେହି ଅଭୁଲା ମୂହୁର୍ତ୍ତର ଭାବନା ଏବଂ ସ୍ପର୍ଶକୁ ସେମାନେ ନିଜର ମସ୍ତିଷ୍କରେ ପ୍ରତିଫଳିତ କରିଥାନ୍ତି। ଯ।ହା ଫଳରେ ଅଜାଣତରେ ମଧ୍ୟ KISS ସମୟରେ ଆଖି ବନ୍ଦ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button