ଦେଶ ବିଦେଶ

ଜାତିଗତ ଜନଗଣନା ରିପୋର୍ଟ ଜାରି କଲେ ବିହାର ସରକାର – bajravana

[ad_1]

ବିହାର: ବିହାର ସରକାର ଜାତିଗତ ଜନଗଣନାର ସଂଖ୍ୟା ଜାରି କରିଛନ୍ତି । ଏଥିରେ ରାଜ୍ୟରେ ଅତ୍ୟନ୍ତ ପଛୁଆ ବର୍ଗର ଜନବସତି ୨୭.୧ ପ୍ରତିଶତ ରହିଛି । ଏହାସହ ରାଜ୍ୟର ମୋଟ ଜନବସତି ୧୩ କୋଟି ଦର୍ଶାଯାଇଛି । ମୁଖ୍ୟ ସଚିବଙ୍କ ସମେତ ଅନ୍ୟ ଅଧିକାରୀ ଏହି ସର୍ଭେ ଜାରି କରିଛନ୍ତି ।

ବିହାରରେ ପଛୁଆ ବର୍ଗ ୨୭.୧ ପ୍ରତିଶତ ରହିଥିବାବେଳେ ଅତ୍ୟନ୍ତ ପଛୁଆ ବର୍ଗ ୩୬.୧ ପ୍ରତିଶତ ଓ ସାମାନ୍ୟ ବର୍ଗ ୧୫.୫୨ ପ୍ରତିଶତ ରହିଛି । ମୁସଲମାନ ଜନବସତି ୧୭.୭ ପ୍ରତିଶତ ରହିଛି । ଜନସଂଖ୍ୟାର ୬୩ ପ୍ରତିଶତ ଓବିସି ଓ ଇବିସି ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button