ଦେଶ ବିଦେଶ

ଶୟନ ମୁଦ୍ରାରେ ବିକ୍ରମ ଲ୍ୟାଣ୍ଡର – bajravana

[ad_1]

ବାଙ୍ଗାଲୁରୁ: ‘ଚନ୍ଦ୍ରାୟନ ୩’ ମିଶନର ବିକ୍ରମ ଲ୍ୟାଣ୍ଡର ଶୟନ ମୁଦ୍ରାକୁ ଚାଲିଯାଇଛି । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହାସହ ବିକ୍ରମ ଲ୍ୟାଣ୍ଡର ଏବେ ସେପ୍ଟେମ୍ବର ୨୨ରେ ସକ୍ରିୟ ହେବ । ଏହା ପାଖାପାଖି ସକାଳ ୮ଟାରେ ଶୟନ ମୁଦ୍ରାରେ ସେଟ ହୋଇଯାଇଛି । ଏହାପୂର୍ବରୁ ରମ୍ଭା-ଏଲପୀ ଏବଂ ଆଇଏଲଏସଏ ପେଲୋଡ ନୂଆ ଜାଗାରେ ଇନ-ସୁଟ ପ୍ରୟୋଗ କରିଛନ୍ତି । ଏମାନେ ଯେଉଁ ତଥ୍ୟ ଏକତ୍ରିତ କରିଛନ୍ତି ତାହା ପୃଥିବୀକୁ ଆସୁଥିଲା ।

ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ପେଲୋଡ ଏବେ ବନ୍ଦ କରିଦିଆଯାଇଛି । ଲ୍ୟାଣ୍ଡର ରିସିଭର ଚାଲୁ ରଖାଯାଇଛି । ସୌର ଶକ୍ତି ଓ ବ୍ୟାଟେରୀ ସରିଯିବା ଯୋଗୁ ପ୍ରଜ୍ଞା କଡ଼ରେ ବିକ୍ରମ ଶୋଇଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button