କଲା ଜିରାର ଔଷଧୀୟ ଗୁଣ

ସ୍ୱାଦ ବଢାଇବା ପାଇଁ ଜିରା ବ୍ୟବହୃତ ହୁଏ। ଭାରତର ଅଧିକାଂଶ ଘରେ ରୋଷେଇରେ ଜିରା ବ୍ୟବହୃତ ହୁଏ। କିନ୍ତୁ ଆପଣ କ୍ୱଚିତ୍ ଜାଣିଥିବେ ଯେ ଅନ୍ୟ କିସମର ଜିରା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହି କିସମର ନାମ ହେଉଛି କଳା ଜିରା। କୁହାଯାଏ ଯେ କଳା ଜିରା ଔଷଧୀୟ ଗୁଣରେ ପରିପୂର୍ଣ୍ଣ। ଏହାକୁ ଖାଇବା ଦ୍ୱାରା ଅନେକ ମାରତ୍ମକ ରୋଗର ଆଶଙ୍କା କମିଯାଏ। ଆଜି ଆମେ ଆପଣଙ୍କୁ ଏଠାରେ କଳା ଜିରାର ଉପକାରିତା […]

Continue Reading

ଶୀତ ଋତୁରେ କିପରି ନେବେ ଚର୍ମର ଯତ୍ନ

ଶୀତ ଋତୁରେ ଚର୍ମ ଶୁଷ୍କ ହେବାକୁ ଲାଗେ। ଚର୍ମର ଉପଯୁକ୍ତ ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗାଧୋଇବା ପରେ, ବେଳେବେଳେ ମଶ୍ଚରାଇଜର ମଧ୍ୟ ଚର୍ମକୁ ଯଥେଷ୍ଟ ଆର୍ଦ୍ରତା ଦେବାରେ ସକ୍ଷମ ହୁଏ ନାହିଁ ଯାହା ଶରୀରର ତେଲରୁ ପାଇଥାଏ। ଆପଣଙ୍କ ଘରେ ଏପରି ଚାରୋଟି ତେଲ ରହିଛି, ଯାହା ଚର୍ମର ଯତ୍ନ ନେବ ଏବଂ ତ୍ୱଚାକୁ ନରମ, ଚକଚକ୍ କରିବ। ଗାଧୋଇବା ପରେ କେଉଁ ତେଲ ଚର୍ମ ପାଇଁ ଭଲ ତାହା ଜାଣିବା। ବାଦାମ ତେଲସମସ୍ତ […]

Continue Reading

ଗୋଡ଼ରେ ଯନ୍ତ୍ରଣା ହେବାର କାରଣ ଏବଂ ତାହାର ସମାଧାନ

ଅନେକ ଲୋକଙ୍କର ଅଭିଯୋଗ ରହିଥାଏ ଯେ, ସେମାନଙ୍କର ଗୋଡ଼ ରାତିରେ ଶୋଇବା ସମୟରେ ଯନ୍ତ୍ରଣା ହେଉଛି । ଏହା କିଛି ଲୋକମାନଙ୍କ ସହିତ ସକାଳ ସମୟରେ ମଧ୍ୟ ହୋଇଥାଏ । ଏହାର ଉପଶମ ପାଇଁ ଅନେକ ପ୍ରକାର ଉପାୟ ଆପଣାଇଲେ ମଧ୍ୟ ଏହି ଯନ୍ତ୍ରନାରୁ ମୁକ୍ତି ମିଳି ନଥାଏ । ଏକ ରିପୋର୍ଟ ଅନୁଯାୟୀ ଯେତେବେଳେ ଆମେ ଗୋଟିଏ ଘର ଭିତରେ ଅଧିକ ସମୟ ରହିଯାଉ ସୂର୍ଯ୍ୟଙ୍କ କିରଣ ଆମ ଉପରେ ପଡିନଥାଏ । ଖାଦ୍ୟରୁ ମଧ୍ୟ […]

Continue Reading

ମଧୁମେହକୁ ନିୟନ୍ତ୍ରଣ କରେ ପିଜୁଳି

ଆଜିର ଯୁଗରେ ପ୍ରତ୍ୟେକ ତୃତୀୟ ବ୍ୟକ୍ତି ମଧୁମେହ ସମସ୍ୟାରେ ପୀଡିତ। ଏହି ବିପଜ୍ଜନକ ରୋଗରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ଆପଣଙ୍କର ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ। ମଧୁମେହ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଜୁଳିକୁ ସର୍ବତ୍ତୋମ ଫଳ କୁହାଯାଇଛି। ପିଜୁଳିକୁ ହିନ୍ଦୀରେ ଅମୃଦ୍ କୁହାଯାଇଥାଏ। କାରଣ ଶରୀର ପାଇଁ ଏହା ଅମୃତ ଭଳି କାମ କରେ। ପିଜୁଳି ଖାଇଲେ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ମଧୁମେହ ରୋଗୀମାନେ ସେହି ଜିନିଷଗୁଡିକ […]

Continue Reading

ଆଜି ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ: ବିଶ୍ବରେ ୪୫ କୋଟି ଲୋକ ମାନସିକ ସମସ୍ୟାରେ ଆକ୍ରାନ୍ତ

କଟକ : ସୁସ୍ଥ ମଣିଷ କହିଲେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତାକୁ ବୁଝାଏ। ମାତ୍ର ସୁନ୍ଦର ସ୍ୱାସ୍ଥ୍ୟ ନିମନ୍ତେ ଲୋକମାନେ ଶରୀର ଉପରେ ଅଧିକ ଧ୍ୟାନ ଦେଉଥିବା ବେଳେ ମାନସିକ ସୁସ୍ଥତା ଓ ମାନସିକ ରୋଗ ସମ୍ବନ୍ଧରେ ଲୋକଙ୍କ ଭିତରେ ସଚେତନତାର ଘୋର ଅଭାବ ରହିଛି। ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣରୁ ଜଣାପଡିଛି ଯେ ସାରା ବିଶ୍ବରେ ପ୍ରାୟ ୪୫ କୋଟି ଲୋକ ବିଭିନ୍ନ ମାନସିକ ସମସ୍ୟା ଦ୍ଵାରା ଆକ୍ରାନ୍ତ। ଭାରତ ବର୍ଷରେ ମାନସିକ ରୋଗୀଙ୍କ […]

Continue Reading