ପରଦାରେ ପୁଣି କେବେ ସିଦ୍ଧାନ୍ତ ଓ ରଚନା ?

ସାଗରଗଙ୍ଗା, ଭାଇ ହେଲା ଭଗାରୀ ,ଯଶୋଦା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ଲକ୍ଷ୍ମଣ ରେଖା, ଲକ୍ଷ୍ମୀ ପ୍ରତିମା, ଗଙ୍ଗା ଯମୁନା, ସୁହାଗ ସିନ୍ଦୂର, କଳକୀ ଅବତାର, ପରଦେଶୀ ବାବୁ, କଣ୍ଢେଇ ଆଖିରେ ଲୁହ, ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର, ସିନ୍ଦୂର ନୁହେଁ ଖେଳ ଘର, ପବିତ୍ର ବନ୍ଧନ, ଧର୍ମ ସହିଲେ ହେଲା ଓ ସନ୍ତାନ ଆଦି ସମେତ ଅନେକ ଓଡ଼ିଆ ଛବିରେ ୨୦୦୨ରେ ରିଲିଜ୍‌ ହୋଇଥିବା ‘ସନ୍ତାନ’ ପରେ ରଚନା ବାନାର୍ଜୀ ଅନ୍ୟ କୌଣସି […]

Continue Reading

ରଣବୀରଙ୍କୁ ସମାଲୋଚନା କରି ଦାୟିତ୍ୱହୀନ ବୋଲି କହିଥିଲେ କଙ୍ଗନା, ଏବେ ଏଭଳି ଭାବେ କଙ୍ଗନାଙ୍କୁ କଡ଼ା ଜବାବ ଦେଲେ ଆଲିଆ

ମୁମ୍ବାଇ : କିଛି ଦିନ ତଳେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଅଭିନେତା ରଣବୀର କପୁରଙ୍କୁ ଦାୟିତ୍ୱହୀନ ବୋଲି କହିବା ସହ ସମାଲୋଚନା କରିଥିଲେ । ରଣବୀରଙ୍କୁ ରାଜନୀତି ବିଷୟରେ ପଚରାଯିବା ପରେ, “ମୁଁ ରାଜନୀତି ବିଷୟରେ କ’ଣ କହିବି? ଆମକୁ ଫିଲ୍ମ ବିଷୟରେ ପଚାର ଆମେ କହିବୁ । ଆମ ଘରକୁ ତ ବିଜୁଳି ପାଣି ଆସୁଛି” ବୋଲି କହିଥିଲେ ରଣବୀର । ଯାହା ପରେ କଙ୍ଗନା ଏହାର କଡ଼ା ଜବାବ ରଖି, “ଆପଣ ଦେଶ ପାଇଁ […]

Continue Reading

ରିଲ୍‌ ଲାଇଫ୍‌ରେ କିସିଂ ସିନ୍‌ ନ ଦେବାକୁ ପ୍ରତିଜ୍ଞା କରିଥିଲେ ‘’ଦବଙ୍ଗଷ୍ଟାର ବଜରଙ୍ଗୀ ଭାଇଜାନ୍‌ ସଲମାନ୍‌ ଖାଁ’’

ମୁମ୍ବାଇ:- ଫିଲ୍ମରେ ରୋମାନ୍ସ ଓ କିସିଂ  ସିନ୍‌ ନ ରହିଲେ ତାହା ହିଟ୍‌ ହୋଇ ନ ଥାଏ। ନିର୍ଦ୍ଦେଶକ ଫିଲ୍ମରେ କିସିଂ ସିନ୍‌କୁ ଦେଇଥାନ୍ତି ଗୁରୁତ୍ୱ। ତେଣୁ ଅଧିକାଂଶ ଅଭିନେତା ସଫଳତା ପାଇବା ପାଇଁ ଫିଲ୍ମ କାହାଣୀର ଡିମାଣ୍ଡ ଅନୁଯାୟୀ କିସିଂ ସିନ୍‌ କରିଥାନ୍ତି। ତେବେ ବଲିଉଡ୍‌ର ଦବଙ୍ଗଷ୍ଟାର ବଜରଙ୍ଗୀ ଭାଇଜାନ୍‌ ସଲମାନ୍‌ ଖାଁ ନିଜ ଫିଲ୍ମରେ ହିରୋଇନ୍‌କୁ ଭୁଲ୍‌ରେ ବି କିସ୍‌ କରି ନ ଥାନ୍ତି।  ବିନା କିିସିଂ ସିନ୍‌ରେ  ତାଙ୍କ ଫିଲ୍ମ ବକ୍ସ ଅଫିସ୍‌ରେ […]

Continue Reading

ସିଦ୍ଧୁଙ୍କୁ ସମର୍ଥନ କରି ଫସିଲେ କପିଲ୍

‘ଦ କପିଲ ଶର୍ମା ଶୋ’ରେ ଆଉ ନଜର ଆସିବେ ନାହିଁ ନବଜୋତ ସିଂହ ସିଦ୍ଧୁ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ବିବାଦୀୟ ବୟାନ ଦେବା ପରେ ନବଜୋତ ସିଂହ ସିଦ୍ଧୁଙ୍କୁ ଶୋ’ ଛାଡ଼ିବାକୁ ପଡ଼ିଛି। ଏପରିକି ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ନିର୍ଦ୍ଦେଶକ ସଂଘ (ଆଇଏଫଟିଡିଏ) ଅଧ୍ୟକ୍ଷ ଅଶୋକ ପଣ୍ଡିତ ମଧ୍ୟ କହିଥିଲେ ଯେ ଫିଲ୍ମ ସଂଗଠନ ସିଦ୍ଧୁଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି। ହେଲେ ‘ଦ କପିଲ ଶର୍ମା ଶୋ’ର ହୋଷ୍ଟ କପିଲ୍‌ ଶର୍ମା ସିଦ୍ଧୁଙ୍କୁ ସମର୍ଥନ କରିଛନ୍ତି। […]

Continue Reading

ମେଡମ୍‌ ତୁସାଦ୍‌ ମ୍ୟୁଜିୟମ୍‌ରେ ସ୍ଥାନ ପାଇଲେ ମହେଶ ବାବୁ

ଚେନ୍ନାଇ:  ନିକଟରେ ରିଲିଜ୍‌ ହୋଇଥିବା ସାଉଥ୍‌ ଫିଲ୍ମ ‘ଭାରତ ଅନେ ନେନୁ’ର ଅପାର ସଫଳତା ପରେ ଏବେ ପୁଣିଥରେ ସୁପରଷ୍ଟାର ମହେଶ୍‌ ବାବୁଙ୍କ ପାଇଁ ଖୁସି ଖବର ଆସିଛି। କାରଣ ମହେଶ୍‌ ବାବୁ ଏବେ ଅନ୍ୟ ସୁପରଷ୍ଟାରଙ୍କ ଭଳି ମେଡେମ୍‌ ତୁଷାଦ୍‌ ମ୍ୟୁଜିୟମ୍‌ରେ ସ୍ଥାନ ପାଇବାକୁ ଯାଉଛନ୍ତି। ମହେଶ୍‌ ନିଜେ ଏକଥା ଏକ ଫଟୋ ସହ ଟ୍ୱିଟ୍‌ କରି ନିଜ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ଆଉ  କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘‘ପ୍ରତିଷ୍ଠିତ ମେଡମ୍‌ ତୁସାଦ୍‌ର ଅଂଶ ହୋଇ ମୁଁ ବହୁତ୍‌ […]

Continue Reading