ଓ୍ବିପ୍ରୋ ପକ୍ଷରୁ ପ୍ରାୟ ୩୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ

ବେଙ୍ଗାଲୁରୁ : ଦେଶର ପ୍ରମୁଖ ଆଇଟି କମ୍ପାନି ଓ୍ବିପ୍ରୋ ପକ୍ଷରୁ ପ୍ରାୟ ୩୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଦିଆଯାଇଛି । ସେମାନେ ଗୋପନରେ ଆଉ ଏକ ପ୍ରତିଦ୍ବନ୍ଦୀ କମ୍ପାନି ପାଇଁ କାମ କରୁଥିବା ଧରା ପଡ଼ିବା ପରେ କମ୍ପାନି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏ ସଂପର୍କରେ ସୂଚନା ଦେଇ କମ୍ପାନିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରିଷଦ୍ ପ୍ରେମଜୀ କହିଛନ୍ତି ଯେ କମ୍ପାନିର କେତେକ କର୍ମଚାରୀ ଗୋପନରେ ଅନ୍ୟ କମ୍ପାନିମାନଙ୍କ ପାଇଁ କାମ କରୁଛନ୍ତି । […]

Continue Reading

କିଛି ସମୟ ପାଇଁ ଆଦାନି ହୋଇଥିଲେ ବିଶ୍ବର ଦ୍ବିତୀୟ ବଡ଼ ଧନୀ

ନୂଆଦିଲ୍ଲୀ: ବିଶ୍ବର ତୃତୀୟ ବଡ଼ ଧନୀର ମାନ୍ୟତା ହାସଲ କରିଥିବା ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ପୁଣି ଥରେ କିଛି ସମୟ ପାଇଁ ଦ୍ବିତୀୟ ସ୍ଥାନରେ ପହଞ୍ଚିଥିଲେ। ଭାରତରେ ଆଦାନିଙ୍କ କିଛି କଂପାନିର ସେୟାର ମୂଲ୍ୟ ବୃଦ୍ଧି ପାଇବା ପରେ ତାଙ୍କ ସମ୍ପତ୍ତି ୧୫,୩୫୦ କୋଟି ଡଲାରକୁ ବୃଦ୍ଧି ପାଇଥିଲା। ଫଳରେ ସେ ଧନୀ ତାଲିକାରେ ଲୁଇ ଭୁଟନ୍‌ର ବର୍ନାର୍ଡ ଆର୍ନଲ୍ଟଙ୍କୁ ହଟାଇ ଦ୍ବିତୀୟ ସ୍ଥାନରେ ପହଞ୍ଚିଥିଲେ। କିନ୍ତୁ ସେହି ସ୍ଥାନରେ ସେ ଅଧିକ ସମୟ […]

Continue Reading

ଶାଢ଼ି ପିନ୍ଧି ପଡ଼ିଆରେ ଫୁଟ୍‌ବଲ୍‌‌ ଖେଳିଲେ ସାଂସଦ ମହୁଆ ମୌତ୍ର

କୋଲକାତା: ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ସାଂସଦ ମହୁଆ ମୌତ୍ର କୃଷ୍ଣନଗର ସାଂସଦ କପ୍‌ ଟୁର୍ଣ୍ଣାମେଣ୍ଟ୍‌ ୨୦୨୨ରେ ଯୋଗ ଦେଇ ଫୁଟ୍‌ବଲ୍‌ ଖେଳରେ ନିଜର ଦକ୍ଷତା ଦେଖାଇବାର ସୁଯୋଗ ଆଦୌ ହାତଛଡ଼ା କରିନାହାନ୍ତି। ଟିଏମ୍‌ସି ସାଂସଦ ଫୁଟ୍‌ବଲ୍‌ ଖେଳୁଥିବା ବେଳେ ତାଙ୍କର ୨ଟି ଫଟୋକୁ ‌ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ସେୟାର କରିଛନ୍ତି। ସେ ଶାଢ଼ି ସାଥିରେ ଜୋତା ପିନ୍ଧି ପଡ଼ିଆରେ କ୍ରିକେଟ୍‌ ଖେଳୁଥିବା ପୋଷ୍ଟ୍‌ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି। ଏହା ସହ ସେ ସନ୍‌ଗ୍ଲାସ ପିନ୍ଧିଥିବାର ବି […]

Continue Reading

ବିଜେପିରେ ମିଶିଲେ କ୍ୟାପଟେନ ଅମରିନ୍ଦର ସିଂ

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ମିଶିଛନ୍ତି । ତାଙ୍କ ସହିତ ତାଙ୍କ ଝିଅ ଜୟ ଇନ୍ଦର କୌର ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ କ୍ୟାପଟେନ ଆରମ୍ଭ କରିଥିବା ନୂଆ ଦଳ ପଂଜାବ ଲୋକ କଂଗ୍ରେସର ବିଲୟ ବିଜେପିରେ ହୋଇଛି । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିରେ […]

Continue Reading

ଚିପ୍ ଉତ୍ପାଦନ ବଢ଼ାଇବା ଉପରେ ଆମେରିକା ଓ ଭାରତର ନଜର

ନୂଆଦିଲ୍ଲୀ: ଚିପ୍ ଉତ୍ପାଦନ ବଢ଼ାଇବା ଉପରେ ଆମେରିକା ଓ ଭାରତ ଜୋର ଦେବା ପରେ ତାହାର ସିଧାସଳଖ ପ୍ରଭାବ ଚୀନ୍ ଉପରେ ପଡ଼ିଛି। ବିଶ୍ବର ଚିପ୍ କାରଖାନା ଭାବେ ପରିଚିତ ଚୀନ୍‌ରେ ଉତ୍ପାଦନ ବଡ଼ ଧରଣର ହ୍ରାସ ପାଇଛି। କୋଭିଡ୍‌ ଜନିତ କଟକଣା ଏବଂ ଚାହିଦାର ଅଭାବ ଯୋଗୁଁ ଚୀନ୍‌ରେ ଚିପ୍ ଉତ୍ପାଦନ ହ୍ରାସ ପାଇଛି। ଅଗଷ୍ଟ ମାସରେ ଚୀନ୍‌ରେ ଚିପ୍ ଉତ୍ପାଦନ ୨୪.୭ ପ୍ରତିଶତ ହ୍ରାସ ପାଇଛି। ଏହି ମାସରେ ୨୪୭୦ କୋଟି ଚିପ୍ ଉତ୍ପାଦନ […]

Continue Reading