ଏ ହେଉଛନ୍ତି ସେହି ମହିଳା ଯିଏ ପୁରୁଷ ମାନଙ୍କ ଭାଗ୍ୟ ବଦଳାଇଦିଅନ୍ତି !

ଜୀବନଚର୍ଯ୍ୟା

ଆଜି ନୁହେଁ ବରଂ ବହୁ କାଳରୁ ଏ କଥା ଛାଇ ଆସୁଛି ପୁରୁଷଙ୍କ ସଫଳତା ପଛରେ ମହିଳାଙ୍କ ହାତ ରହିଛି ଯେବେ ମଣିଷର ବାହାଘର ସମୟ ଆସେ ତା ମନରେ ବହୁତ ଗୁଡ଼ାଏ ବିଚାର ଆସେ , ଯଦି ଭାଗ୍ୟ ତା ସହ ନାହିଁ ତାହେଲେ ସେ ଭାବେ କି ତା ପାଇଁ ଆସୁଥିବା ପତ୍ନୀ ତା ଭାଗ୍ୟ ପରିବର୍ତନ କରିଦେବ ! ସେ ଆସିଲେ ତା ଭାଗ୍ୟ ବଦଳି ଯିବ ! ଯଦି ଆପଣବି ଚାଁହୁଛି ଆପଣଙ୍କ ହେବାକୁ ଥିବା ପତ୍ନୀ ଆପଣଙ୍କ ଭାଗ୍ୟ ବଦଳେଇ ଦେଉ ତାହାଲେ ଚାଲନ୍ତୁ ଜାଣିବା ଆଜି ଆମେ ଆପଣଙ୍କୁ ସେହିପରି ମହିଳାଙ୍କ ବିଷୟରେ ଜଣେଇବୁ !ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ୭ଟି ଗୁଣ ଥିବା ମହିଳା ଆପଣଙ୍କ ଭାଗ୍ୟ ବଦଳାଇ ଦେବେ ତ ଡେରି କାହିଁକି ଚାଲନ୍ତୁ ଜାଣିବା ସେହି ୭ଗୁଣ ଥିବା ମହିଳାଙ୍କ ବିଷୟରେ !

୧. ଯଦି କୌଣସି ସ୍ତ୍ରୀର ପାଦ ତଳେ ତ୍ରିକୋଣ ର ଚହ୍ନ ଥିଲେ ଜାଣିବେ ଯେ ସେ ସ୍ତ୍ରୀ ବୁଦ୍ଧିମାନ !
୨. ଯଦି କୌଣସି ସ୍ତ୍ରୀର ପାଦ ତଳେ ସର୍ପାକର ଚିହ୍ନ ଥିଲେ ଜାଣିବେ ଯେ ସେ ସ୍ତ୍ରୀ କୁ ସବୁ ବେଳେ ସୁଖ ପ୍ରାପ୍ତି ହୁଏ
୩. ଯଦି କୌଣସି ସ୍ତ୍ରୀର ନାଭି ପାଖରେ କଳାଯାଇ ଥାଏ ତ ଏହି ଭଳି ସ୍ତ୍ରୀ ଦାମ୍ପତ୍ୟ ଜୀବନରେ ବହୁତ ସୁଖ ସମୃଦ୍ଧି ପ୍ରାପ୍ତି ହୁଏ
୪. ଯଦି କୌଣସି ସ୍ତ୍ରୀର ଆଙ୍ଗୁଠି ଅଧିକ ଲମ୍ବା ଥାଏ ସେହିଭଳି ସ୍ତ୍ରୀ ତାଙ୍କ ଜୀବନରେ ବହୁତ ବିପଦ କୁ ସାମ୍ନା କରିବାକୁ ପଡେ
୫. ହରିଣ ପରି ଆଖି ଥିବା ସ୍ତ୍ରୀ ସୌଭାଗ୍ୟ ବତୀ ହୁଅନ୍ତି , ଏହି ଭଳି ଝିଅ ବିବାହ ପରେ ବହୁତ ସୁଖୀ ରୁହନ୍ତି
୬. ଯଦି କୌଣସି ମହିଳା ର ମଥା ର ମଝିଆ ମଝି କଳାଯାଇ ଥାଏ ତାହାର ବିବାହ ଅତ୍ୟଧିକ ଧନୀ ବ୍ୟକ୍ତି ଙ୍କ ସହ ହୋଇଥାଏ
୭. ଯଦି କୌଣସି ଝିଅର ପାଦ କୋମଳ ଓ ଗୋଲାପ ପରି ହୋଇଥାଏ ତାହେଲେ ତାହାର ପ୍ରେମୀ ତାକୁ ବହୁତ ଖୁସି ର ରଖେ !

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.