ଉତ୍କଳ ସୁକନ୍ୟା ଦ୍ରୈାପଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ପଦ୍ମଶ୍ରୀ ବାବା ବଳିଆ

ଓଡିଶା ନ୍ୟୁଜ୍

ଭୁବନେଶ୍ୱର (ବଜ୍ରବାଣ ନ୍ୟୁଜ୍‌)ଉତ୍କଳ ସୁକନ୍ୟା ଶ୍ରୀମତୀ ଦୈା୍ରପଦୀ ମୂର୍ମୁ ଆସନ୍ତା କାଲି ସୋମବାର , ଭାତ ବର୍ଷର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏହି ଅବସରରେ ଉତ୍କଳ ପ୍ରଦେଶର ଗର୍ବ ଓ ଗୈାରବର ଅନନ୍ୟ ସନ୍ଥ , ସାଧକ ତଥା ସମାଜସେବୀ ପୂଜ୍ୟପାଦ ପଦ୍ମଶ୍ରୀ ବାବା ବଳିଆ ଙ୍କୁ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦାନ କରିବାକୁ ସାଦର ନିମନ୍ତ୍ରଣ ଜଣାଇଛନ୍ତି । ଆମ ଓଡିଶା ମାଟିର ସୁକନ୍ୟା ତଥା ଗର୍ବ ଓ ଗୈାରବ ବୋଲି ଦୈା୍ରପଦୀ ମୂର୍ମୁଙ୍କୁ ବାବା ବଳିଆ ପ୍ରକାଶ କରିବା ସହ ତାଙ୍କର ବିଜୟ ଜୟଯାତ୍ରାରେ ମାଟିର କନ୍ୟାକୁ ରାଜ୍ୟ ସରକାର ସମର୍ଥନ କରିଥିବାରୁ ପଦ୍ମଶ୍ରୀ ବାବା କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାରଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି । ତେବେ ଆଜି ପଦ୍ମଶ୍ରୀ ବାବା ବଳିଆ ନୂଆ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.