ଅଙ୍କାରା,୮।୩: ସିରିଆର ଉତ୍ତର ପଶ୍ଚିମ ଆଫରିନ ଅଞ୍ଚଳରେ ଅପରେଶନ ଅଲିଭ୍ ବ୍ରାଞ୍ଚ ମାଧ୍ୟମରେ ତୁର୍କୀ ସେନା ୩ହଜାର ୫୫ ଆତଙ୍କବାଦୀଙ୍କୁ ମାରି ଥିବା ଗୁରୁବାର ଦାବି କରିଛି। ଏହାପରେ ମଧ୍ୟ ଏମାନେ ଏୟାର ଲ୍ୟାଣ୍ଡ ଅପରେଶନ ଜାରି ରଖିଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଆଫରିନ ସୀମାରେ ଆତଙ୍କବାଦୀଙ୍କୁ ବିନାଶ କରିବା ପାଇଁ ଜାନୁୟାରୀ ୨୦ରେ ଅଲିଭ୍ ବ୍ରାଞ୍ଚ ଅପରେଶନ ଆରମ୍ଭ କରାଯାଇଥିଲା।
Loading...
Share It