ତୁଳସୀଙ୍କୁ ସଂଜିବନୀ ବୋଲି କାହିଁକି କୁହାଯାଏ?

ଜ୍ଞାନକୋଷ

ହିନ୍ଦୁମାନେ ନିଜ ଘରେ ତୁଳସୀଙ୍କୁ ପୂଜା କରିଥାନ୍ତି।ଏଥିପାଇଁ ଘର ସମ୍ମୁଖରେ ବା ଅଗଣାରେ ତୁଳସୀ ଚଉରା ବି ରଖିଥାନ୍ତି। ପ୍ରତିଦିନ ତୁଳସୀ ପୂଜା ସମୟରେ କେତେକ ତ୍ରୁଟି ଆଦୌ କରିବା ଉଚିତ ନୁହେଁ।

ତୁଳସୀକୁ ଆୟୁର୍ବେଦରେ ସଂଜିବନୀ ବୋଲି କୁହାଯାଇଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ତୁଳସୀ ପତ୍ରର ସେବନ ଦ୍ୱାରା ଅନେକ ପ୍ରକାରର ରୋଗ ଦୂର ହୋଇଥାଏ। ଅନେକ ଗ୍ରନ୍ଥରେ ତୁଳସୀଙ୍କ ମହିଳା ମଧ୍ୟ ବର୍ଣ୍ଣିତ ହୋଇଛି।

ତେବେ ମନେ ରଖନ୍ତୁ ତୁଳସୀ ଗଛ ପାଖରେ କପଡ଼ା ଶୁଖାଇବା ଅନୁଚିତ।ଏଭଳି କରିଲେ ତୁଳସୀ ମାତ୍ରା କ୍ରୋଧିତ ହୋଇଥାନ୍ତି ବୋଲି କୁହାଯାଏ। ଏହାଫଳରେ ମାନସିକ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ବି ରହିଛି।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ତୁଳସୀ ଗଛକୁ ସଫାସୁତୁରା ରଖିବା ଉଚିତ। ଏଣୁ ତାକୁ ଶୁଖିବାକୁ ମଧ୍ୟ ଦିଅନ୍ତୁ ନାହିଁ। ହିନ୍ଦୁ ପୁରାଣର ସୂଚନା ଅନୁଯାୟୀ ତୁଳସୀଙ୍କ ପାଖରେ ଗଣେଶ ଜୀଙ୍କୁ ନ ରଖିବା ଭଲ। ତୁଳସୀ ମାତାଙ୍କଠାରେ ପ୍ରତ୍ୟହ ଅର୍ଘ୍ୟ ପ୍ରଦାନ କରିବା ଉଚିତ।

Image result for tulasi tree

Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.