ବ୍ରହ୍ମଗିରି,୧୧।୧୦: ବାତ୍ୟା ତିତ୍ଲି ପ୍ରଭାବରେ ସମୁଦ୍ରରେ ଜୁଆର ସୃଷ୍ଟି ହେବାରୁ ଚିଲିକାର ଜଳସ୍ତର ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଅରଖକୁଦା, ସାନପାଟଣା, ମିର୍ଜାପୁର, ଗବକୁଣ୍ଡ, ସିପକୁଦା ଆଦି ଗାଁରେ ପାଣି ପଶିଛି। ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଅରଖକୁଦାରେ ପ୍ରାକୃତିକ ମୁହାଣ ସୃଷ୍ଟି ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।ତେବେ ଏହି ମୁହାଣ ରହିବ ନ ତାକୁ ପୁଣି ବନ୍ଦ କାରହେବ ଏନେଇ କିଛି ଜଣ ଯାଇନାହିଁ , ଚିଲିକା ଦିନକୁ ଦିନ ଶୁଷ୍କତା ଆଡକୁ ଗତି କରୁଥିବା ବେଳେ ଏହି ମୁହାଣ ହେବାଫଳରେ ସେ ପୁନଶ୍ଚ ଜୀବନ୍ତ ରୂପ ନେବାର ଆସ କରାଯାଏ
Loading...
Share It
- 11Shares