ସର୍ଜିକାଲ ଷ୍ଟାଇକ୍‌କୁ ପୂରିଲା ୨ ବର୍ଷ

ଦେଶ ବିଦେଶ ନ୍ୟୁଜ୍
Related image
ନୂଆଦିଲ୍ଲୀ:- ସୀମାରେ ପାକିସ୍ତାନର ଅଘୋଷିତ ଯୁଦ୍ଧ ବିରୋଧରେ ଭାରତୀୟ ସେନା ୨୦୧୬ ସେପ୍ଟେମ୍ବର ୨୮-୨୯ ତାରିଖ ରାତିରେ ଆରମ୍ଭ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌। ଭାରତରେ ଅନୁପ୍ରବେଶ ଯୋଜନା କରୁଥିବା ଆତଙ୍କବାଦୀଙ୍କ ନିପାତ କରିଥିଲେ। ଇତି ମଧ୍ୟରେ ଏହାକୁ ୨ ବର୍ଷ ପୂରଣ ହୋଇଛି। ଏହି ଉପଲକ୍ଷେ ଯୋଧପୁରରେ ଏକ ସ୍ବତନ୍ତ୍ର ୩ ଦିନିଆ କାର୍ଯ୍ୟକ୍ରମ ପରାକ୍ରମ ପର୍ବରେ ଆୟୋଜିତ ହେଉଛି। ଦେଶର ୫୧ଟି ସହରରେ ସେପେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Loading...
Share It
  • 9
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.