ସୁଖଶାନ୍ତି ଲାଗି ଘରେ ଲଗାନ୍ତୁ ଡାଲିଆ ଫୁଲ…

ଜୀବନଚର୍ଯ୍ୟା
Image result for dahlia flowerଫୁଲ ମଧ୍ୟରେ ଗୋଲାପକୁ ରାଜା ଓ ଡାଲିଆକୁ ରାଣୀ କୁହାଯାଇଥାଏ । ଗୋଲାପକୁ ଯେପରି ପ୍ରେମର ପ୍ରତୀକ ଭାବେ ମନାଯାଏ ସେହପରି ଡାଲିଆ ଫୁଲ ବିବାହ କ୍ଷେତ୍ରରେ ସମସ୍ତ ବାଧା ବନ୍ଧନ ଦୂର କରିବାରେ ସହାୟକ ହୋଇଥାଏ ବୋଲି  ବାସ୍ତୁ ଓ ଫେଙ୍ଗଶୁଇରେ ଉଲ୍ଲେଖ ରହିଛି। ଡାଲିଆ ଫୁଲକୁ ସୌନ୍ଦର୍ଯ୍ୟ,ପ୍ରେମ ଓ ରୋମାନ୍ସର ପ୍ରତୀକ ବୋଲି ଗ୍ରହଣ କରାଯାଏ । ପରିବାରରେ ବିବାହ ଯୋଗ୍ୟ କନ୍ୟାର ରୁମ୍‌ରେ  ଡାଲିଆ ଫୁଲର ପେଣ୍ଟିଂ ଲଗାଇଲେ ମନପସନ୍ଦର ବର ପାତ୍ର ସହିତ ବିବାହ ହୋଇଥାଏ। ଏହାକୁ ଘରେ ଲଗାଇଲେ ପରିବାରରେ ସୁଖ ଶାନ୍ତି ବୃଦ୍ଧି ହୁଏ। ଏହାକୁ ଡ୍ରଇଙ୍ଗ୍‌ ରୁମ୍‌ର ଦକ୍ଷିଣ-ପଶ୍ଚିମ ଦିଗର ଏକ କୋଣରେ ରଖିବା ଆବଶ୍ୟକ । ସେହିପରି ଘର ବଗିଚା ପ୍ରବେଶ ଦ୍ୱାରର ଡାହାଣ ପଟକୁ ଲଗାଇଲେ ଭଲ। ଏହି ଫୁଲ ସକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ। ଫେଙ୍ଗଶୁଇ ଅନୁସାରେ ବେଡରୁମ୍‌ରେ ଏହି ଫୁଲ ରଖିବା ଦ୍ୱାରା ଦମ୍ପତି ମଧ୍ୟରେ ସମ୍ପର୍କ ସୁଦୃଢ଼ ହୁଏ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.