ଶ୍ରୀଲଙ୍କାରେ ସୋସିଆଲ୍‌ ମିଡିଆ ଉପରେ ପ୍ରତିବନ୍ଧକ

ଦେଶ ବିଦେଶ ନ୍ୟୁଜ୍
କଲୋମ୍ବୋ, ୭।୩ : କାଣ୍ଡିରେ ସାମ୍ପ୍ରଦାୟିକ ଦଙ୍ଗା ଯୋଗୁ ଶ୍ରୀଲଙ୍କାରେ ୧୦ ଦିନ ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। ସେହିପରି ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ବୁଧବାର ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଫେସ୍‌ବୁକ୍‌, ହ୍ବାଟସ୍‌ଆପ୍‌, ଭିବର ଓ ଇନଷ୍ଟାଗ୍ରାମ୍‌ ଆଦି ସୋସିଆଲ ମିଡିଆକୁ ଦେଶରେ କିଛି ଦିନ ପାଇଁ ବନ୍ଦ କରିଦିଆଯାଇଛି। କେତେକ ସ୍ଥାନରେ କର୍ଫ୍ୟୁ ଲଗାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

 

Loading...
Share It
  • 4
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.