ରାଉରକେଲା: ଦ୍ୱାରିକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ସୂରୁପାନନ୍ଦ ସରସ୍ୱତୀ ଓଡିଶା ଗସ୍ତରେ ଆସିଛନ୍ତି , ଏହି ଅବସରରେ ସ୍ୱାମୀ କହିଲେ ଯେ ଅଯୋଧ୍ୟା ରାମ ଜନ୍ମଭୂମିରେ ଆଗରୁ କେବେ ବି ନଥିଲା ମସଜିଦ୍। ଏହି କଥା କହିଛନ୍ତି ରାଉରକେଲା ରେ ଅବସ୍ଥାନ ସମୟରେ । ରାଉରକେଲାରେ ପହଞ୍ଚିବା ପରେ ରେଳ ଷ୍ଟେସନରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ଏକ ଶୋଭାଯାତ୍ରାରେ ଆସି ସହରର ମୁଖ୍ୟ ମାର୍ଗସ୍ଥିତ ଶିବକୁଟିରେ ଅବସ୍ଥାନ କରିଥିଲେ। ଶଙ୍କରାଚାର୍ଯ୍ୟ। ତାଙ୍କୁ ଦେଖିବା ଲାଗି ବହୁ ଭକ୍ତଙ୍କ ସମାଗମ ହୋଇଥିଲା।
Loading...
Loading...
Share It