ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସାରସ୍ୱରୀ (ଦ୍ୱାରିକା) ରାଉରକେଲାରେ

ଓଡିଶା ନ୍ୟୁଜ୍

 

ରାଉରକେଲା: ଦ୍ୱାରିକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ସୂରୁପାନନ୍ଦ ସରସ୍ୱତୀ ଓଡିଶା ଗସ୍ତରେ ଆସିଛନ୍ତି , ଏହି ଅବସରରେ ସ୍ୱାମୀ କହିଲେ ଯେ ଅଯୋଧ୍ୟା ରାମ ଜନ୍ମଭୂମିରେ ଆଗରୁ କେବେ ବି ନଥିଲା ମସଜିଦ୍‌। ଏହି କଥା କହିଛନ୍ତି ରାଉରକେଲା ରେ ଅବସ୍ଥାନ ସମୟରେ । ରାଉରକେଲାରେ ପହଞ୍ଚିବା ପରେ ରେଳ ଷ୍ଟେସନରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ଏକ ଶୋଭାଯାତ୍ରାରେ ଆସି ସହରର ମୁଖ୍ୟ ମାର୍ଗସ୍ଥିତ ଶିବକୁଟିରେ ଅବସ୍ଥାନ କରିଥିଲେ। ଶଙ୍କରାଚାର୍ଯ୍ୟ। ତାଙ୍କୁ ଦେଖିବା ଲାଗି ବହୁ ଭକ୍ତଙ୍କ ସମାଗମ ହୋଇଥିଲା।

Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.