ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ଓଡ଼ିଶାରେ ରେଳ ଟିକେଟ୍‌କୁ ଓଡ଼ିଆ ଭାଷାରେ ଛାପିବାକୁ ଅନୁରୋଧ

ଦେଶ ବିଦେଶ

Image result for piyush goyal with dharmendra pradhanଭୁବନେଶ୍ୱର/ନୂଆଦିଲ୍ଲୀ,: ଓଡ଼ିଶାରେ ରେଳ ଟିକେଟ୍‌କୁ ଆଞ୍ଚଳିକ ଓଡ଼ିଆ ଭାଷାରେ ଛାପିବା ପାଇଁ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ  ପିୟୂଷ ଗୋଏଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ପ୍ରଧାନ ଚିଠିରେ ଲେଖିଛନ୍ତି, ଓଡିଶାରେ ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି ା ଯାତ୍ରୀ ସୁବିଧାରେ ଗତ କିଛି ବର୍ଷରେ ବହୁ ଉନ୍ନତି ପରିଲକ୍ଷିତ ହେବା ସହ ଯାତ୍ରା ସମୟରେ ଲୋକଙ୍କର ଅନୁଭୂତି ସୁଖଦ ହେଉଛି ା ଓଡ଼ିଶାରେ ଟିକେଟ୍‌ ଗୁଡିକ ଓଡିଆ ଭାଷାରେ ଉପଲବ୍ଧ ହେଲେ ରାଜ୍ୟବାସୀ ଅଧିକ ଲାଭବାନ ହେବେ ବୋଲି ସେ ଲେଖିଛନ୍ତି।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.