ରାଜନୀତିକୁ ଆସିବେ ଦୀପିକା: ହେବେ ସ୍ଵଛ ଭାରତ ମନ୍ତ୍ରୀ!

ସିନେମା

Image result for deepika padukone wallpaperମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ୍‌  ରାଜନୀତିକୁ ଆସିବାକୁ କରୁଛନ୍ତି ଯୋଜନା। ଏନେଇ ସେ ନିକଟରେ ସୂଚନା ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦୀପିକା ଏହା କହିଛନ୍ତି। ସେ ରାଜନୀତିକୁ ଆସିବାକୁ ଚାହୁଁଛନ୍ତି କି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଦୀପିକା କହିଥିଲେ ଯେ, ଏହି କ୍ଷେତ୍ରରେ ତାଭ୍କର ଅଭିଜ୍ଞତା ନାହିଁ। ତେବେ ସେ ଭବିଷ୍ୟତରେ ରାଜନୀତିକୁ ଆସିଲେ ସ୍ବଚ୍ଛ ଭାରତ ମନ୍ତ୍ରୀ ହେବାକୁ ଚାହିଁବେ। ଦୀପିକାଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ଜାରି ରହିଛି।

Loading...
Share It
  • 80
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.