ପୃଥିବୀ ଉପରେ ମାଡି ଆସୁଛି ବଡ ବିପଦ, ଚୀନର ସ୍ପେସ ଷ୍ଟେସନ ଏବେ ନିୟନ୍ତ୍ରଣ ବାହାରେ ,ଭାରତ ବି ବିପଦ ଘେରରେ

ଦେଶ ବିଦେଶ ନ୍ୟୁଜ୍

ପୃଥିବୀ ଉପରେ ମାଡି ଆସୁଛି ବଡ ବିପଦ, ଚୀନର ସ୍ପେସ ଷ୍ଟେସନ ଏବେ ନିୟନ୍ତ୍ରଣ ବାହାରେ ,ଭାରତ ବି ବିପଦ ଘେରରେ

ଚୀନର ଏକ ସ୍ପେସ ଷ୍ଟେସନ କାମ କରିବା ବନ୍ଦ କରିଦେଇଛି ! ଏବେ କୁହାଯାଉଛି ଏପ୍ରିଲ ମାସରେ ଅର୍ଥାତ ଆର ମାସରେ ଏହା ନିଜର ପରିକ୍ରମାପଥ ରୁ ବାହାରିକି ପୃଥିବୀ ଉପରେ ଖସିଯିବ ! ଯେବେ ଠାରୁ ଏହି ଖବର ସାମ୍ନା କୁ ଆସିଛି ଲୋକ ଭୟଭୀତ ହେବ ସମ୍ନ୍ୟ କଥା ! ଡର ଏଠି ପାଇଁ ଯେ ୮୦୦୦ କିଲୋ ଧାତୁ ରେ ତିଆରି ହୋଇଥିବା ଏହି ସ୍ପେସ ଷ୍ଟେସନ ପୃଥିବୀ ପୃଷ୍ଟ ରେ ଯଦି ପଡେ ତାହେଲେ ପୃଥିବୀ ର ବହୁତ ଜାଗା ନଷ୍ଟ ହୋଇଯିବ !

ଚୀନର ସ୍ପେସ ଷ୍ଟେସନ ଟିଏଗାଙ୍ଗ-୧ ୧୯ ସେପ୍ଟେମ୍ବର ୨୦୧୧ ରେ ଆକାଶ ପୃଷ୍ଠକୁ ଛଡା ଯାଇଥିଲା ! ୧୮୦୦୦ ପାଉଣ୍ଡ ମାନେ ପ୍ରାୟ ୮୦୦୦ କିଲୋଗ୍ରାମ ର ଏହି ସ୍ପେସ ଷ୍ଟେସନ ଚୀନ ର ପ୍ରଥମ ପ୍ରୋଟୋଟାଇଟ ସ୍ପେସ ଷ୍ଟେସନ ଥିଲା ! ମାଣ୍ଡେରନ ଭାଷା ରେ ଟିଏଗାଙ୍ଗ ର ଅର୍ଥ “ସ୍ୱର୍ଗର ମହଲ ” !

Loading...

କେବଳ ୭ବର୍ଷ ଭିତରେ ଭୁଲିଯାଇଥିଲା ନିଜ ପଥ !
ଏହି ସ୍ପେସ ଷ୍ଟେସନ ୨୦୧୩ ରେ ନିଜ ପଥଭ୍ରଷ୍ଟ ହୋଇଥିଲା ଚୀନ ର ବୈଜ୍ଞାନିକ NASA ର ସାହାଯ୍ୟ ନେଇ ଏହାକୁ ପୁଣି ଥରେ ନିଜ ପଥ ରେ ପହଂଚାଇଥିଲେ ! କିନ୍ତୁ ୨୦୧୬ ରେ ପୁଣି ଥରେ ଏହା ନିଜ ପଥ ଭ୍ରଷ୍ଟ ହୋଇଥିଲା ଆଉ ତାକୁ ପୁଣି ଠିକ ରାସ୍ତା ରେ ଆଣିବା ସମ୍ଭବ ପର ନୁହେ ! ୨୦୧୮ ଜାନୁଆରୀ ରେ ଜଣ ପଡିଲା କି ଏହା ଖୁବ ଶୀଘ୍ର ପୃଥିବୀ ପୃଷ୍ଠା ରେ ଖସିବାକୁ ଯାଉଛି !

ବୈଜ୍ଞାନିକ ଏବେ ଯାଇଁ ବି ଠିକ କରିପାରୁନାହାନ୍ତି କି ଏହାର ଅବଶେଷ ପୃଥିବୀ ପୃଷ୍ଟ ରେ କେଉଁଠାରେ ପଡିବ ! NASA ଦ୍ୱାରା ଦିଆଯାଇଥିବା ରିପୋର୍ଟ ଅନୁସାରେ ଏହା ପୃଥିବୀର ମଧ୍ୟ ଓ ଦକ୍ଷିଣ ଭାଗରେ ପଡ଼ିବାର ସମ୍ଭାବନା ରହିଛି !
କିନ୍ତୁ ଏବେ ବି କୌଣସି ବୈଜ୍ଞାନିକ ଠିକ ରେ ଏହା କେତେବେଳେ କେଉଁ ଜାଗା ରେ ଖସିବା ତାହାର ଉତ୍ତର ଦେଇପାରୁନାହାନ୍ତି ! କିନ୍ତୁ କିଛି ଜଣଙ୍କ କହିବା କଥା ଯେ ଏହାର ବୋହୁ ଅଂଶ ଜଳି ଯାଇଥିବାରୁ ଏହା ଏତେଟା କ୍ଷତି କରିନପାରେ !

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.