ପ୍ରେମିକଙ୍କ ନାକ ଫଟାଇ ମଡ଼େଲ ଗିରଫ

ଦେଶ ବିଦେଶ ସିନେମା

ମଡ଼େଲ କେଟି ମାହୋନୀ ମୁଥ ମାରି ବୟଫ୍ରେଣ୍ଡଙ୍କ ନାକ ଫଟାଇ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ଆମେରିକାରେ ଅଧ୍ୟୟନରତ ୧୯ ବର୍ଷୀୟ ବ୍ରିଟେନ ଛାତ୍ର ବେନ କେବେଲଙ୍କ ନାକହାଡ଼ ଭାଙ୍ଗିଯାଇଛି ।

ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଫଟୋ ସୋସିଆଲ ମିଡ଼ିଆରେ ପ୍ରସାରିତ ହୋଇଛି ।

ମଡ଼େଲ କେଟି କେବେଲଙ୍କ ମୁହଁ ଓ ପେଟକୁ ମୁଥ ପରେ ମୁଥ ମାରିଥିଲେ ।

ଗୁରୁତର କେବେଲ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

ପୁଲିସ କେଟିଙ୍କୁ ଗିରଫ କରି ଯୁବକଙ୍କ ପ୍ରତି ଥାର୍ଡ଼ ଡିଗ୍ରୀ ପ୍ରୟୋଗ ଅଭିଯୋଗ ଆଣିଛି ।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.