ପ୍ରଧାନମନ୍ତ୍ରୀ ମୋଦି ସଫେଇ କର୍ମୀଙ୍କ ପାଦ ଧୋଇ ଦେଲେ…ଦୁନିଆ ସାମ୍ନାରେ ଜଣାଇଲେ କିଏ ଛୋଟ ନୁହନ୍ତି… ଦେଖନ୍ତୁ ଭିଡ଼ିଓ

ବିଶେଷ

ଭାରତର ବର୍ତମାନର ପ୍ରଧାନମନ୍ତ୍ରୀ ସବୁଠାରୁ ପ୍ରଭାବଶାଳୀ ପ୍ରଧାନମନ୍ତ୍ରୀ ଅଟନ୍ତି I ତାଙ୍କର ପ୍ରତିଭା ବର୍ତମାନ ସାରା ଭାରତରେ ବେଶ ଚର୍ଚ୍ଚାରେ ରହିଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ହିଁ କୌଣସି ନା କୌଣସି କାର୍ଯ୍ୟ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ସଙ୍ଗମରେ ସ୍ନାନ କରିବା ସମୟରେ କିଛି ଐତିହାସିକ ନିଷ୍ପତି ନେଇଛନ୍ତି ଏବଂ ରବିବାର ଦିନ ସଙ୍ଗମରେ ପ୍ରଧାନମନ୍ତ୍ରୀ ସ୍ନାନ କରିବା ସହ କୁମ୍ଭ ନଗରୀର ପ୍ରୟାଜରଜରେ ପହଂଚିଥିଲେ ଓ ସେଠାରେ ସଫେଇ କର୍ମୀଙ୍କର ପାଦ ଧୋଇଥିଲେ I

ପ୍ରଧାନମନ୍ତ୍ରୀ ସଫେଇ କର୍ମୀଙ୍କ ପାଦ ଧୋଇ ସନଂମାନିତ କରିଥିଲେ
ପ୍ରୟାଜରଜରେ ନରେନ୍ଦ୍ର ମୋଦି କୁମ୍ଭ ରେ ସ୍ଵଚ୍ଚତା ର ଏପରି ପରାକାଷ୍ଠା ଦେଖାଇଛନ୍ତି କି ଆଜି ପର୍ଯ୍ୟନ୍ତ କୌଣସି ସରକାର ଏପରି ପଦକ୍ଷପ ନେଇ ନ ଥିବେ I ସେ ତ୍ରିବେଣୀ ସଙ୍ଗମ ରେ ପହଂଚି ଆସ୍ଥା ର ସହ ବୁଡ଼ ପକାଇଥିଲେ ଓ ସେଠାକାର ସ୍ୱଛତା କୁ ଦେଖି ଖୁବ ପ୍ରସନ ହେଇଥିଲେ I ଏହା ପରେ ସେ ସଫେଇ କର୍ମୀ ଙ୍କ ର ପାଦ ଧୋଇ ଏକ ସଫା କପଡା ରେ ପୋଛି ଦେଇଥିଲେ I ଏହା ପରେ ଏକ ସାଲ ଦେଇ ତାଙ୍କୁ ସଂନମାନିତ କରିଥିଲେ I

Loading...

ସାଧାରଣ ଭାବ ରେ କନ୍ୟା ଙ୍କ ପାଦ ଧୋଇ ତାଙ୍କ ର ପୂଜା କରାଯାଇଥାଏ କିନ୍ତୁ ଜଣେ ପ୍ରଧାନମନ୍ତ୍ରୀ ଭାବ ରେ ମୋଦି ଏପରି ପ୍ରଥମଥର କରିଛନ୍ତି I ପ୍ରଧାନମନ୍ତ୍ରୀ କୁମ୍ଭ ରେ ସ୍ଵଚ୍ଚ କର୍ମୀ ଙ୍କ ପାଦ ଧୋଇ ଆଶ୍ରିବାଦ ନେଇଥିଲେ I

ପ୍ରଧାନମନ୍ତ୍ରୀ ମୋଦି ଓ ୟୁପି ର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଗଙ୍ଗା ରେ ଅରାମତି କରିଥିଲେ ଏବଂ ଏହା ପରେ ସେଠାରେ ଥିବା ବିଜେପି କାର୍ଯ୍ୟକର୍ତା ମାନେ ମଧ୍ୟ ଏହି ଆରତୀର ଲାଭ ଉଠାଇଛନ୍ତି I ସେଠାରେ ସବୁ ବ୍ରାହ୍ମଣ ଙ୍କୁ ପ୍ରସାଦ ବଣ୍ଟାଯାଇଥିଲା ଏବଂ ଅକ୍ଷୟବଟ ର ଦର୍ଶନ ମଧ୍ୟ କରିଥିଲେ I କୁମ୍ଭ ମେଳା ରେ ପ୍ରଧାନମନ୍ତ୍ରୀ ସଫେଇ କର୍ମୀ ଙ୍କ ର ପାଦ ଧୋଇ ବେଶ ଚର୍ଚା ରେ ଅଛନ୍ତି I ଏହି ସମୟ ରେ ପ୍ରଧାନମନ୍ତ୍ରୀ ଙ୍କ ପାଖ ରେ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ I ସେଠାରେ କ୍ୟାବିନେଟ ମିଟିଂ ର ଆୟୋଜନ ମଧ୍ୟ ହେଇଥିଲା I

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.