ଓଡିଶାର ପ୍ରଥମ (ଜ୍ଞାନକୋଷ)

ଜ୍ଞାନକୋଷ

୧. ଓଡିଶାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ – ବୀର ସୁରେନ୍ଦ୍ର ସାଏ
୨. ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ – ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ
୩. ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ – ନବକୃଷ୍ଣ ଚୌଧୁରୀ
୪. ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ – ଶ୍ରୀମତୀ ନନ୍ଦିନୀ ଶତପଥି
୫. ପ୍ରଥମ ଓଡ଼ିଆ ରାଜ୍ୟପାଳ – ଡାକ୍ତର ହରେକୃଷ୍ଣ ମହତାବ
୬. ପ୍ରଥମ ଓଡ଼ିଆ ରାଷ୍ଟ୍ରଦୂତ – ଲଲାଟେନ୍ଦୁ ମାନସିଂହ
୭. ଓଡିଶାର ପ୍ରଥମ ମହିଳା ମନ୍ତ୍ରୀ – ଶ୍ରୀମତୀ ବସଂତମଞ୍ଜରୀ ଦେବୀ
୮. ପ୍ରଥମ ଓଡ଼ିଆ ନାଟ୍ୟକାର – ଜଗନମୋହଲ ଲାଲା (ମାହାଙ୍ଗା)
୯. ଓଡିଶାର ପ୍ରଥମ ଓଡ଼ିଆ ନାଟକ – ବାବାଜୀ
୧୦. ଓଡିଶାର ପ୍ରଥମ ଓଡ଼ିଆ ଜ୍ୟୋତିର୍ବିଦ – ସାମନ୍ତ ଚନ୍ଦ୍ରଶେଖର ସିଂହସାମନ୍ତ (ପଠାଣି ସାମନ୍ତ)
୧୧. ଓଡିଶାର ପ୍ରଥମ ଓଡ଼ିଆ ବିଶ୍ବଵିଦ୍ୟାଳୟ କୁଳପତି – ଡାକ୍ତର ପ୍ରାଣକୃଷ୍ଣ ପରିଜା
୧୨. ପ୍ରଥମ ଓଡ଼ିଆ କବି – ସାରଳା ଦାସ
୧୩. ଓଡିଶା ହାଇକୋର୍ଟର ପ୍ରଥମ ମୁଖ୍ୟବିଚାରପତି – ମାନ୍ୟବର ବୀରକିଶୋର ଦାସ
୧୪. ଓଡିଶାର ପ୍ରଥମ ମହିଳା ପାଇଲଟ – ଗିରିବାଳା ମହାନ୍ତି
୧୫. ଓଡିଶାର ପ୍ରଥମ ୟୁରୋପୀୟ ଯାତ୍ରୀ – ଉତ୍କଳ ଗୌରବ ମଧୂସୁଦନ ଦାସ
୧୬. ଓଡିଶାର ପ୍ରଥମ ଓଡ଼ିଆ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ – ଡାକ୍ତର ହରେକୃଷ୍ଣ ମହତାବ
୧୭. ସୁପ୍ରିମକୋର୍ଟର ପ୍ରଥମ ଓଡ଼ିଆ ପ୍ରଧାନ ବିଚାରପତି – ଜଷ୍ଟିସ ରଙ୍ଗନାଥ ମିଶ୍ର
୧୮. ଓଡିଶାର ପ୍ରଥମ ଆଡ଼ଭୋକେଟ – ଉତ୍କଳ ଗୌରବ ମଧୂସୁଦନ ଦାସ
୧୯. ଓଡିଶାର ପ୍ରଥମ ଏମ.ଏ.ବି.ଏଲ – ଉତ୍କଳ ଗୌରବ ମଧୂସୁଦନ ଦାସ
୨୦. ଓଡ଼ିଶାର ଲୋକସେବକ ମଣ୍ଡଳର ପ୍ରଥମ ଓଡ଼ିଆ ସଭାପତି – ଶ୍ରୀ ବିଶ୍ୱନାଥ ଦାସ
୨୧. ଓଡିଶାର ପ୍ରଥମ ଓଡ଼ିଆ ଚଳଚିତ୍ର – ସୀତା ବିବାହ (୧୯୩୪)
୨୨. ଓଡିଶାର ପ୍ରଥମ ବେତାର କେନ୍ଦ୍ର – କଟକ ରେଡ଼ିଓ ଷ୍ଟେସନ (୨୮.୧.୧୯୪୮)
୨୩. ଓଡିଶାର ପ୍ରଥମ ଓଡ଼ିଆ ହିନ୍ଦୀ ଚଳଚିତ୍ରର ନିର୍ଦେଶକ – ପ୍ରଶାନ୍ତ ନନ୍ଦ
୨୪. ଓଡିଶାର ପ୍ରଥମ ମହିଳା ଜ଼ିଲ୍ଲାପାଳ – ଚନ୍ଦ୍ରମଣି ନାରାୟଣ ସ୍ୱାମୀ
୨୫. ଓଡିଶାର ପ୍ରଥମ ଛାପାଖାନା – ଉତ୍କଳ ପ୍ରିଣ୍ଟିଂଗ କମ୍ପାନୀ
୨୬. ଓଡିଶାର ପ୍ରଥମ ଆଇ.ଏଫି.ଏସ. ଅଫିସର – କୁମାରୀ ସଂଯୁକ୍ତା ପଟ୍ଟନାୟକ
୨୭. ଓଡିଶାର ପ୍ରଥମ ଲୋକସଭା ବାଚସ୍ପତି – ରବିରାୟ
୨୮. ଓଡିଶାର ପ୍ରଥମ ଓଡ଼ିଆ ଜାତୀୟ ଜୁଡୋ ରେଫରୀ – ଗୀତାଞ୍ଜଳି ପଣ୍ଡା
୨୯. ଓଡିଶାର ପ୍ରଥମ ମହିଳା ଆଇ.ପି.ଏସ – ସୌମ୍ୟା ମିଶ୍ର
୩୦. ଓଡିଶାର ପ୍ରଥମ ମହିଳା ଆଇ.ପି.ଏସ ଟପର – ରୂପ ମିଶ୍ର
୩୧. ଓଡିଶାର ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ ଭଲିବଲ ରେଫରୀ – ସୁଦର୍ଶନ ପଟ୍ଟନାୟକ (୨୦୦୭)
୩୨. ଓଡିଶାର ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ କ୍ରିକେଟ ଅମ୍ପିଆର – ସୁବ୍ରତ ଦାସ (ସମ୍ବଲପୁର)

Loading...
Share It
  • 24
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.