IBPS Clerk ୨୦୧୮ର ନୋଟିଫିକେସନ୍‌ ଜାରି, ସେପ୍ଟେମ୍ବର ୧୮ରୁ ଆବେଦନ

ଓଡିଶା ନ୍ୟୁଜ୍

bank

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାଙ୍କିଂ ପର୍ସନେଲ (IBPS) କ୍ଲର୍କର ନିଯୁକ୍ତି ପାଇଁ ନୋଟିଫିକେସନ୍‌ ଜାରି କରିଛି। ଏହା ଆବେଦନକାରୀଙ୍କ ପାଇଁ ଖୁବ୍‌ ଭଲ ସୁଯୋଗ।

ସୂଚନାଯୋଗ୍ୟ, ଏହି ପରୀକ୍ଷା ମାଧ୍ୟମରେ ଇଲ୍‌ହାବାଦ୍‌, କାନାରା ବ୍ୟାଙ୍କ୍‌,ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌, ବ୍ୟାଙ୍କ୍‌ ଅଫ୍‌ ବରୋଦା ସମେତ ଆହୁରି ଅନେକ ବ୍ୟାଙ୍କ୍‌ରେ ନିଯୁକ୍ତି କରାଯିବ।

Loading...
photo

IBPS ପ୍ରିଲିମ୍‌ ପରୀକ୍ଷା ଡିସେମ୍ବର ୮, ୨୦୧୮ରୁ ୧୬ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଆୟୋଜିତ କରାଯିବ। ଏଥିରେ କ୍ୱାଲିଫାଏ କରିଲେ ମେନ୍‌ ପରୀକ୍ଷା ଦେଇ ପାରିବେ।  ମେନ୍‌ ଜାନୁଆରୀ ୨୦୧୯ରେ ଅନୁଷ୍ଠିତ ହେବ।

ଏଥିପାଇଁ ଅନ୍‌ଲାଇନ୍‌ ଆବେଦନ ସେପ୍ଟେମ୍ବର ୧୮, ୨୦୧୮ରୁ ଆରମ୍ଭ ହୋଇଯିବ। ଆଉ ଶେଷ ଆବେଦନ ତାରିଖ ଅକ୍ଟୋବର ୧୦।

 

Loading...
Share It
  • 4
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.