ନୂଆ ବର୍ଷରେ JIO ପୁଣି ନେଇ ଆସିଛନ୍ତି ୩ଟି ନୁଆ ପ୍ଲାନ୍, ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ

ବିଶେଷ

ନୂଆ ବର୍ଷରେ JIO ପୁଣି ନେଇ ଆସିଛନ୍ତି ୩ଟି ନୁଆ ପ୍ଲାନ୍ … ଲଞ୍ଚ କରିବେ ତିନୋଟି ବଢିଆ ଅନ୍ ଲିମିଟେଡ୍ ପ୍ଲାନ୍ – ଏବେ ପଢିନିୟନ୍ତୁ କଣ କହିଲେ ମୁକେଶ ଅମ୍ବାନୀ…

Related imageଯେମିତିକି ଆମେ ସମସ୍ତେ ଜାଣିଛେ କି ଭାରତରେ ଜିଓ ଲଞ୍ଚ ହେବାପରେ ଟେଲିକମ୍ କ୍ଷେତ୍ରରେ ବଡ ପରିବର୍ତ୍ତନ ଦେଖାଦେଲା , କହିଦେବୁ କି ଭାରତୀୟ ଟେଲିକମ୍ ମାର୍କେଟ୍ ରେ ନିଜର ଶସ୍ତା ଡାଟା ଓ ଭଏସ୍ ପ୍ଲାନ୍ ଲଞ୍ଚ କରିବାରେ ଆଗୁଆ ଅଛି , ଯାହା ଦ୍ୱାରା ଅନ୍ୟ ଟେଲିକମ୍ ଅପରେଟରଙ୍କ ନିଜ ଇଚ୍ଛା ମୁତାବକ କାମ କରିବା ବନ୍ଦ ହୋଇଯାଇଛି , ଏହି ଟେଲିକମ୍ କମ୍ପାନୀ ବହୁତ ଶସ୍ତାରେ ଡାଟା ଓ ଭଏସ୍ କଲିଙ୍ଗ୍ ସୁବିଧା ଦେଉଛି , ଏହି ଟେଲିକମ୍ କମ୍ପାନୀ ଆସିବା କାରଣରୁ ଅନ୍ୟ କମ୍ପାନୀମାନଙ୍କର ନିଜ ଡାଟା ଦରରେ କମ୍ ଦେଖାଦେଇଛି ।

Image result for girl use phone

କହିଦେବୁ କି ରିଲାଏନ୍ସ ଜିଓ ଏବେ ନିଜ ସେବାଗୁଡିକୁ ବିସ୍ତାର କରୁଛି , ଏଥିପାଇଁ ସେ ୧ ଜାନୁୟାରୀରୁ ୩ ଟି ନୂଆ ଶସ୍ତା ଅନଲିମିଟେଡ୍ ପ୍ଲାନ୍ ଜାରି କରିବେ , ଆସନ୍ତୁ ଜାଣିବା ସେହି ପ୍ଲାନ୍ ବିଷୟରେ ଅଧିକା କିଛି ।

Loading...

ରିଲାୟନ୍ସ ଜିଓ ଭାରତୀୟ ରେଳର ସବୁ କର୍ମଚାରୀଙ୍କୁ ଫ୍ରିରେ କନକ୍ସେସନ୍ ଦେବାକୁ ଯାଉଛି , ଜିଓ ୧ ଜାନୁୟାରୀରୁ ରେଲୱେ ସହ ନିଜ ସେବା ଆରମ୍ଭ କରିବ , ଜିଓ ସହ୍ ରେଲୱେ ଏହି ବୁଝାମଣା ଦ୍ୱାରା ସବୁ କର୍ମଚାରୀ ହାଇ ସ୍ପିଡ୍ ଡାଟା ସହ ଅନଲିମିଟେଡ୍ କଲିଙ୍ଗ୍ ବି ଫ୍ରୀରେ ପାଇବେ , ଭାରତୀୟ ରେଳୱେ ଏୟାରଟେଲ୍ ଠାରୁ ନେଉଛି ନିଜ ସେବା , କିନ୍ତୁ ଏବେ ବୁଝାମଣା ପରେ ୩୧ ଡିସେମ୍ବରରୁ ଏୟାରଟେଲ୍ ର ଅବଧୀ ଶେଷ ହେବାକୁ ଯାଉଛି , ଓ ଜିଓର୍ ସେବା ଆରମ୍ଭ ହୋଇଯୀବ ।

Related imageରିଲାୟନ୍ସ ଜିଓ ରେଲୱେ ସହ ୩ ଟି ଅନଲିମିଟେଡ୍ ପ୍ଲାନ୍ ଉପଲ୍ଲବ୍ଧ କରାଇବ , ଏଥିରେ ରେଲୱେର ବରିଷ୍ଠ ଅଧିକାରୀଙ୍କୁ ୧୨୫ ଟଙ୍କା ମାସିକ ଶୁଳ୍କ ଦେବାକୁ ପଡିବ ଯାହା ଦ୍ୱାରା ସେଥିରେ ୬୦ ଜିବି ୪ଜି ଡାଟା ସହ ଏକ ମାସ ଅନଲିମିଟେଡ୍ କଲିଙ୍ଗ୍ ସୁବିଧା ମିଳିପାରିବ , ସଂଯୁକ୍ତ ସଚିବ ସ୍ତରର ଅଧିକାରୀଙ୍କ ପାଇଁ ୯୯ ଟଙ୍କାର ମାସିକ ଦରରେ ୪୫ ଜିବି ଡାଟା ସହ ଅନ୍ୟ କର୍ମଚାରୀଙ୍କୁ ୬୭ ଟଙ୍କା ମାସିକ ପ୍ଲାନ୍ ଦିଆଯିବ , ଓ ସେଥିରେ ୩୦ ଜିବି ଡାଟା ସହ ଅନଲିମିଟେଡ୍ କଲିଙ୍ଗ୍ ସୁବିଧା ଉପଲ୍ଲବ୍ଧ କରାଇଦିଆଯିବ , ରେଲୱେ କର୍ମଚାରୀଙ୍କ ଛଡା ଆସୁଥିବା ସମୟରେ ସାଧାରଣ ଗ୍ରାହକଙ୍କ ପାଈଁ ଏହି ପ୍ଲାନ୍ ଜାରି କରିପାରେ ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.