ମୋଦି ସରକାର ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି , ଯଦି ଆପଣ ବି ATM ରୁ ପଇସା ଉଠେଇବାକୁ ଯାଉଛନ୍ତି ପଢନ୍ତୁ ଏହି ଖବର

ଦେଶ ବିଦେଶ ନ୍ୟୁଜ୍

ବ୍ୟାଙ୍କ ରେ ପଇସା ଜମା କରିବା ପାଇଁ କିମ୍ବା ବାହାର କରିବା ପାଇଁ ଏବେ ଆପଣଙ୍କୁ ATM ଯିବାକୁ ପଡ଼ିବନି ! ଏବେ ATM ଆଙ୍ଗୁଠି ଲଗେଇବା ମାତ୍ରେ ପଇସା ଉଠାଇ ପାରିବେ ! ପଇସା ଜମା କରିବା ପ୍ରକ୍ରିୟା ବି ନିଜ ଆଙ୍ଗୁଠି ଦ୍ୱାରା ପୁରା କର ଯାଇପାରିବ ! ଏମିତି ସମ୍ଭବ ହୋଇପାରେ ବ୍ୟାଙ୍କିଙ୍ଗ ଇଣ୍ଡଷ୍ଟ୍ରି ଦ୍ୱାରା ଜାରି କରାଯିବ ସ୍ମାର୍ଟ ATM ! ଷ୍ଟେଟ ବ୍ୟାଙ୍କ ଏହାର ଆରମ୍ଭ ବି କରି ସାରିଲେଣି !

ବ୍ୟାଙ୍କ ପ୍ରବନ୍ଧନ ମୁତାବିକ ବର୍ତମାନ ବର୍ତ୍ତମାନ ATM ସହ ସମସ୍ତେ ଯୋଡି ଯାଇଛନ୍ତି ! କେବଳ ସେମାନଙ୍କର ଆଧାର ସହ ଯୋଡି ହେବ ବାକି ରହିଛି ! ଆଧାର ସହ ଯୋଡି ହେବ ପରେ ପଇସା ବାହାର କରିବା ସମସ୍ୟା ର ସମାଧାନ ହେଇଯିବ ! ମହାନଗର ପରେ ଟିୟର- ଟୁ ସହର ର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯିବ ! ଷ୍ଟେଟ ବ୍ୟାଙ୍କ ତାର ୪୦% ସ୍ମାର୍ଟ ATM ଲଗେଇ ସାରିଲାଣି ! ଏହା ଦ୍ୱାରା ବ୍ୟାଙ୍କିଙ୍ଗ ସେତିକି ହିଁ ସରଳ ହୋଇଯିବ ଯେମିତି ସ୍ମାର୍ଟ ଫୋନ ! ନୂଆ ଯୁଗର ସ୍ମାର୍ଟ ATM ଏବେ ଆହୁରି ସୁରକ୍ଷିତ ହୋଇଯିବ !

Loading...

ସିକୁରିଟି ର ପୁରା ଗ୍ୟାରେଂଟି

ସୁରକ୍ଷା କୁ ନଜର ରଖି ଏଠାରେ ବହୁତ ଫିଚର ରହିଛି ! ଯାହାଫଳରେ ATM ରେ କିଏ ଫର୍ଜରି କରି ପାରିବେନି ! ଏଥିରେ ଗୋଟେ କେମେରା ବି ରହିଛି ଯାହା ଗତିବିଧି କୁ ରେକର୍ଡ କରେ ଯାହାର ମୂଲ୍ୟ ୩ଲକ୍ଷ ତାଙ୍କ ରହିଛି ! ଯାହାକି ପଇସା ଜମା କରିବା ATM ର ମୂଲ୍ୟ ୬ଲକ୍ଷ ରହିଛି !

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.