ଆଜି ଗୁରୁବାର ଆଜିର ରାଶିଫଳ ତା ୮ରିଖ ମାର୍ଚ୍ଚ ୨୦୧୮

ରାଶିଫଳ

ଆଜି ଗୁରୁବାର ଆଜିର ରାଶିଫଳ ତା ୮ରିଖ ମାର୍ଚ୍ଚ ୨୦୧୮ !

ଆଜି ମାଆ ଲକ୍ଷ୍ମୀଙ୍କର ପ୍ରିୟ ବାର | ଆପଣ ଆଜିର ଦିନକୁ ମଙ୍ଗଳମୟ କରିବା ପାଇଁ ମାଆ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ |

ଆଜି ଗୁରୁବାର ଆଜିର ରାଶିଫଳ ତା ୮ରିଖ ମାର୍ଚ୍ଚ ୨୦୧୮ !

ଆଜି ମାଆ ଲକ୍ଷ୍ମୀଙ୍କର ପ୍ରିୟ ବାର | ଆପଣ ଆଜିର ଦିନକୁ ମଙ୍ଗଳମୟ କରିବା ପାଇଁ ମାଆ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ |

ମେଷ (ARIES)
ଆଜି ଯେଉଁ କାମ କରିବାକୁ ଚାହୁଁଛନ୍ତି କରନ୍ତୁ, ପ୍ରାୟତଃ କିଛି ଅସୁବିଧା ହେବନାହିଁ । ପରିବହନ କ୍ଷେତ୍ରରେ ଅଗ୍ରଗତି ବେଶ ଦ୍ରୁତ ହେବ । ଆର୍ଥିକ ଦିଗରୁ ଭଲ ,ଯେମିତି ଇଛା କରୁଛନ୍ତି,ଠିକ୍ ସେପରି ପାଇ ପାରିବେ । ଅପରାହ୍ନରେ କୌଣସି ସାଧାରଣ କଥାରେ ସାମାନ୍ୟ ପାଟିତୁଣ୍ଡ ହୋଇପାରେ । ଯାତ୍ରାରେ ପ୍ରତିବନ୍ଧକ ,ସ୍ତ୍ରୀଙ୍କ ସହ ମତାନ୍ତର ସଙ୍ଗକୁ ବ୍ୟବସାୟ ବାଣିଜ୍ୟରେ ଉନ୍ନତ ମାନର ସୁଫଳ ପାଇବେ । ମହିଳା ଓ ଛାତ୍ରଛାତ୍ରୀମନା ଲକ୍ଷ୍ୟସ୍ଥଳରେ ପହଂଚିବେ ।

ବୃଷ (TAURUS)
URUS) । ମନରେ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ସ୍ଥାନ ପାଇବ । ନିଜର ଲୋକ ମାନଙ୍କୁ ଭାଇ ଭଉଣୀ କିମ୍ବା ସହକର୍ମୀଙ୍କୁ କେନ୍ଦ୍ରକରି । କର୍ମ କ୍ଷେତ୍ରରେ ପ୍ରତ୍ୟେକ ଘଟଣାକ ସନ୍ଦେହ ଦୃଷ୍ଟିରେ ଦେଖିବେ । ଅର୍ଥ ସଂଗ୍ରହର ପ୍ରଚେଷ୍ଟା କରନ୍ତୁ, ନିଶ୍ଚିତ ପାଇବାରେ ସଫଳ ହେବେ । କାର୍ଯ୍ୟବ୍ୟସ୍ତ ଯୋଗୁଁ ଖାଦ୍ୟପେୟ ଠିକ୍ ରହିବ ନାହିଁ ,ଫଳରେ ସ୍ବାସ୍ନାହାନୀ ଘଟିବାର ଆଶଙ୍କା ରହିଛି । ମହିଳା ଓ ଛାତ୍ରଛାତ୍ରୀମାନେ ତିର୍ଥାଟନ କଥା ଚିନ୍ତା କରିପାରନ୍ତି ।

Loading...

ମିଥୁନ (GEMINI)
ସାଙ୍ଗସାଥୀ ମାନଙ୍କ ଠାରୁ, କର୍ମକ୍ଷେତ୍ରରେ କିମ୍ବା ସଭାସମିତିରେ ଆଜି ଉଚ୍ଚ ସମ୍ମାନ ପାଇବେ । ଅନ୍ୟ ମାନଙ୍କୁ ନିଜ ସହ ବିଚାର ଦ୍ଵାରା ନିଜକୁ ହେୟ ମନେ କରିପାରନ୍ତି । ଘରେ ଛୋଟ ପିଲାଙ୍କ ସହ କିମ୍ବା ବନ୍ଧୁ ମାନଙ୍କ ସହ ଖୁସିଗପ କରିବାର ମଉକା କୁଟିବ । ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ । ମହିଳା ଓ ଛାତ୍ରଛାତ୍ରୀ ମାନଙ୍କର ସ୍ଵାସ୍ୟହାନୀ ,ରଣ,ଓ ପୂର୍ବଶତୃତା ଚିନ୍ତାର କାରଣ ହୋଇପାରେ ।

କର୍କଟ (CANCER) । କଠିନ ପରିଶ୍ରମ ଓ ଅନିଦ୍ରା ଜନିତ କାରଣରୁ କିମ୍ବା ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ । ଆର୍ଥିକ ଅନଟନ ସର୍ ପରିସ୍ଥିତିକୁ ସମ୍ଭାଳି ନେବେ । ବ୍ୟବସାୟରେ ଲାଭ ମିଳିବ ;କିନ୍ତୁ ଯୋଜନାକୁ ବଢାଇ ଦେଇଥିବା କାରଣରୁ ଅନ୍ୟ ବାଟରେ ବ୍ୟୟ ହେବ । ଧାର କରଜ, ଭଡ଼ା ସୂତ୍ରରୁ କିମ୍ବା ବକେୟା ଟଙ୍କା ଆଜି ପାଇବେ । ମହିଳା ଓ ଛାତ୍ରଛାତ୍ରୀମାନେ କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ ସମସ୍ୟା ମଧ୍ୟକୁ ଟାଣିହୋଇଯିବେ ।

ସିଂହ (LEO)
ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବ । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବେ । ଦୂରଯାତ୍ରା କରିବାକୁ ପଡିପାରେ । ବନ୍ଧୁମାନେ ଅସହଯୋଗ ମନୋବୃତ୍ତି । ପୋଷଣ କରିବେ । ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ମହିଳା ଓ ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

କନ୍ୟା(VIRGO)
ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ଅପେକ୍ଷା କରିଥିବା ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡିବେ । ଚାକିରିରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ନୂତନ କର୍ମସସ୍ନାନ ପାଇଁ ମନ ବଳିବ ଏବଂ ଭାଇଙ୍କ ପାଇଁ ଚିନ୍ତା କରିବେ। ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ । ମହିଳା ଓ ଛାତ୍ରଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଯିବ ।

ତୁଳା(LIBRA)  ମାନସିକ ସ୍ଥିରତା ରହିବ ନାହିଁ । ପାରିବାରିକ ଶାନ୍ତି ଓ ସୁସୂତା ବ୍ୟାହତ ହୋଇପାରେ । ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁଁ କର୍ମ ମୁଖର ରହିବେ । ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ । ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି । ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ ନିଜର ଫାଇଦା ହାସଲ କରିବା ଲାଗି ମନ ବଳାଇବେ ।

ବିଛା (SCORPIO)
ପାରିପାର୍ଶିକ ପରିସ୍ଥିତି କେତେକାଶଂରେ ଭଲ ରହିବ । ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ । ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ । ବ୍ୟବସାୟରେ ପ୍ରତିଦ୍ବନ୍ଦିତା ବଢିପାରେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ମନୋବଳ ଯୋଗୁ ବହୁ ବିପଦରୁ ରକ୍ଷା ପାଇବେ । ମହିଳା ଓ ଛାତ୍ରଛାତ୍ରୀମାନେ କାରଣ ନ ଥାଇ ମଧ୍ୟ ସମାଲୋଚନାର ଶରବ୍ୟ ହେବେ ।

ଧନୁ (SAGITTARIUS) 
ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ ବୁଝିବେ । କାମରେ ପ୍ରତିବନ୍ଧକ ଯୋଗୁଁ ଅଗ୍ରଗତି ହୋଇ ପାରିବ ନାହିଁ । ଅଯଥା ତରବର ନହୋଇ ପରିସ୍ଥିତିର ମୁକାବିଲା କରନ୍ତୁ । ନିଜ ଲୋକମାନେ ବିଶ୍ବାସଘାତକତା କରିପାରନ୍ତି । ନିର୍ମାଣଧୀନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ମହିଳା ଓ ଛାତ୍ରଛାତ୍ରୀମାନେ ଜଣେ ବ୍ୟକ୍ତି । ଆପଣଙ୍କୁ ଅପେକ୍ଷା କରି ବୋର୍ ହୋଇଯିବ ।

ମକର (CAPRICORN)
ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ । ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶ ବଢିପାରେ । ପ୍ରତିବେଶୀଙ୍କ ସୌହାର୍ଦ୍ଧିରୁ ଉପକୃତ ହେବେ । ପ୍ରେମ ଫାଶରେ ପଡ଼ିଯାଇ ପାରନ୍ତି । ବନ୍ଧୁଙ୍କ । ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସିକ ଓ ଶାରୀରିକ ପୀତା ରେ କଷ୍ଟ ପାଇପାରନ୍ତି ।

କୁମ୍ଭ (AQUARIUS)
ଘର କାମ ସାଙ୍ଗକୁ ଅଫିସ୍ କାମର ଜଞ୍ଜାଳ ବଳିଯିବ । ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । ପୁରୁଣା କଥାକୁ ବେଶି ଘାଣ୍ଟିବା ଠିକ୍ ହେବନି । ପ୍ରତ୍ୟେକ ଘଟଣାକ ସନ୍ଦେହ ଦୃଷ୍ଟିରେ ଦେଖିବେ । ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ । ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ତ ହୋଇପାରନ୍ତି । ମହିଳା ଓ ଛାତ୍ରଛାତ୍ରୀ ଆବଶ୍ୟକତା ହେତୁ ଧାର ଉଧାର କରିବାକୁ । ପଡିପାରେ ।

ମୀନ (PISCES)
ଦେହ ଭଲ ରହିଲେ ମଧ୍ୟ ସାମୟିକ ଭାବେ ମୁଣ୍ଡ କିମ୍ବା ଅଣ୍ଟା, ଆଣ୍ଠୁ ଦରକ ଜନିତ । ରୋଗରେ କଷ୍ଟ ପାଇବେ । ବ୍ୟବସାୟରେ ବିଭିନ୍ନ ପ୍ରକାରର ଅସୁବିଧା ଦେଖା ଦେଇପାରେ । କଳା, ସାହିତ୍ୟ,ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ । ସ୍ଥିର ମନ ଦେଇ କାମକଲେ ସମସ୍ୟାର ସରଳ । ସମାଧାନ ହେବ । ଅର୍ଥଲାଭରୁ ମନ ଖୁସୀ ରହିପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ସମସ୍ୟା ସୁଧାରି ନେବେ ।
|| ଜୟ ଜଗନ୍ନାଥ ||

Loading...
Share It
  • 2
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.