ଖରାଦିନେ ମେକଅପକୁ ନେଇ ସମସ୍ୟାରେ ପଡ଼ୁଛନ୍ତି କି ? ତେବେ ଜାଣନ୍ତୁ ଖରାଦିନେ ମେକଅପ କିପରି ନେବେ

ବିବିଧ ସ୍ୱାସ୍ଥ୍ୟ

ଖରାଦିନ ଆରମ୍ଭ ହୋଇ ଗଲାଣି । ତେବେ ଖରାଦିନେ ମେକଅପକୁ ନେଇ ବିଭିନ୍ନ ସମସ୍ୟା ମାନ ଦେଖା ଦେଇଥାଏ । ତେବେ କେଉଁ ପ୍ରକାର ମେକଅପ୍ ନେବା ଦ୍ୱାରା ତାହା ଆପଣଙ୍କ ତ୍ୱଚାକୁ ଆକର୍ଷଣୀୟ କରିବା ସହ ନଷ୍ଟ କରି ନଥାଏ ତାହା ଚୟନ କରିବା ମଧ୍ୟ କଷ୍ଟକର ହୋଇପଡିଥାଏ ।ତେବେ ଆସନ୍ତୁ ଜାଣିବା ଖରାଦିନେ ମେକଅପ୍ କେମିତି ନେବେ ।

ଖରାଦିନେ ମେକଅପ କେମିତି ନେବେ ସେଥି ପାଇଁ  କିଛି ଟିପ୍ସ

  • ଖରାଦିନେ ମେକଅପ୍ ତରଳି ଯିବା ହେଲା ସବୁଠାରୁ ବଡ ସମସ୍ୟା । ତେଣୁ ଏହି ଏସମୟରେ ହାଲକା ମେକଅପ୍ ନେବା ଆପଣଙ୍କ ପାଇଁ ଉପଯୁକ୍ତ । ବାହାରକୁ ଯିବା ସମୟରେ ଅତ୍ୟଧିକ ମେକଅପ୍ ନିଅନ୍ତୁ ନାହିଁ ।
  • ପ୍ରାକୃତିକ ତଥା ନାଚୁରାଲ୍ ଲୁକ୍ ପାଇଁ ଲାଇଟ୍ ବ୍ରଞ୍ଜର୍ସ କିମ୍ବା ବ୍ରାଉନ୍ ଲାଇଟ୍ ପିଙ୍କ୍ ବ୍ଲଶ ବ୍ୟବହାର କରନ୍ତୁ ।
  • ମେକଅପ୍ ପୂର୍ବରୁ ମୁହଁରେ ବରଫ ଘଷନ୍ତୁ । ଏହାଦ୍ୱାରା ମେକଅପ୍ ଅଧିକ ସମୟ ଯାଏଁ ରହିଥାଏ ।
  • ଅଧିକ ଗାଢ ମେକଅପ୍ ନିଅନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣଙ୍କ ତ୍ୱଚା ନଷ୍ଟ ହେବା ସହ ଅସୁନ୍ଦର ଦେଖାଯାଇଥାଏ ।
  • ଖରାଦିନେ ପାଉଡର ବ୍ଲଶଠାରୁ ଦୂରରେ ରୁହନ୍ତୁ । ଏହା ମୁହଁ କୁ ବହୁତ ଖରାପ କରିଦିଏ ।
  • ଅଧିକ ଗାଢ ମେକଅପ୍ ନିଅନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣଙ୍କ ତ୍ୱଚା ନଷ୍ଟ ହେବା ସହ ଅସୁନ୍ଦର ଦେଖାଯାଇଥାଏ ।

Loading...
Loading...
Share It
  • 2
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.