****** ମହତ ନୀତି ******
- ନିଜ ପରିବାରରେ କୌଣସି ଗୁରୁତ୍ୱପୂର୍ଣ ବିଷୟ ବାହାରେ ଆଲୋଚନା କରନ୍ତୁ ନାହିଁ । ଯିଏ ଠାରେ ଅବିଶ୍ୱାସ କରିଛି, ତାକୁ କେବେ ବିଶ୍ୱାସ କରନ୍ତୁ ନାହିଁ ।
- ଯାହା ନିଜକୁ ଭଲ ଲାଗେ ନାହିଁ ସେପରି ବ୍ୟବହାର ଅନ୍ୟକୁ ଦେଖନ୍ତୁ ନାହିଁ । ନୀତି, ନିୟମ ଅନୁଯାୟୀ ଜୀବନକୁ ଅତିବାହିତ କରନ୍ତୁ ।
- ସର୍ବଦା ସୁସଙ୍ଗଙ୍କ ସହିତ ନିସାନ୍ତୁ ଓ ଭଲ କଥା ଶିକ୍ଷା କରନ୍ତୁ ।
- ସତ୍ୟ, ଧର୍ମ ଓ ନ୍ୟାୟରେ ଚାଲନ୍ତୁ ,ଜୀବନ ଜୀବନ ଧନ୍ୟ ହେବ ।
- ଧାନ, ଜୀବନ, ଯୌବନ ଏହା ଚିର ଦିନ ନୁହେଁ, ଏଣୁ ଏହାକୁ ନେଇ ଗର୍ବ କରନ୍ତୁ ନାହିଁ ।
- କୌଣସି ଲୋକଙ୍କୁ ଧନ ଦେଖି ସଂମାନ ଦିଅନ୍ତୁ ନାହିଁ, କାରଣ ଏହା ସ୍ୱାର୍ଥପରର ପରିଚୟ ।
- ସର୍ବଦା ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତୁ । କାହାରିକୁ ନିରାଶ କରନ୍ତୁ ନାହିଁ ।
- ଗର୍ବ ଓ ଲୋଭ ମଣିଷକୁ ନଷ୍ଟ କରିଦିଏ । ଏଣୁ ଗର୍ବ ଓ ଲୋଭ କରନ୍ତୁ ନାହିଁ ।
- କାହାରି ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ । ଅନ୍ୟର ଅନିଷ୍ଟ ଚିନ୍ତା କଲେ ଭଗବାନ ଅସନ୍ତୁଷ୍ଟ ହୁଅନ୍ତି ।
Loading...
Loading...
Share It
- 3Shares