ମହତ ନୀତି

ଜୀବନଚର୍ଯ୍ୟା

****** ମହତ ନୀତି ******

  • ନିଜ ପରିବାରରେ କୌଣସି ଗୁରୁତ୍ୱପୂର୍ଣ ବିଷୟ ବାହାରେ ଆଲୋଚନା କରନ୍ତୁ ନାହିଁ । ଯିଏ ଠାରେ ଅବିଶ୍ୱାସ କରିଛି, ତାକୁ କେବେ ବିଶ୍ୱାସ କରନ୍ତୁ ନାହିଁ ।
  • ଯାହା ନିଜକୁ ଭଲ ଲାଗେ ନାହିଁ ସେପରି ବ୍ୟବହାର ଅନ୍ୟକୁ ଦେଖନ୍ତୁ ନାହିଁ । ନୀତି, ନିୟମ ଅନୁଯାୟୀ ଜୀବନକୁ ଅତିବାହିତ କରନ୍ତୁ ।
  • ସର୍ବଦା ସୁସଙ୍ଗଙ୍କ ସହିତ ନିସାନ୍ତୁ ଓ ଭଲ କଥା ଶିକ୍ଷା କରନ୍ତୁ ।
  • ସତ୍ୟ, ଧର୍ମ ଓ ନ୍ୟାୟରେ ଚାଲନ୍ତୁ ,ଜୀବନ ଜୀବନ ଧନ୍ୟ ହେବ ।
  • ଧାନ, ଜୀବନ, ଯୌବନ ଏହା ଚିର ଦିନ ନୁହେଁ, ଏଣୁ ଏହାକୁ ନେଇ ଗର୍ବ କରନ୍ତୁ ନାହିଁ ।
  • କୌଣସି ଲୋକଙ୍କୁ ଧନ ଦେଖି ସଂମାନ ଦିଅନ୍ତୁ ନାହିଁ, କାରଣ ଏହା ସ୍ୱାର୍ଥପରର ପରିଚୟ ।
  • ସର୍ବଦା ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତୁ । କାହାରିକୁ ନିରାଶ କରନ୍ତୁ ନାହିଁ ।
  • ଗର୍ବ ଓ ଲୋଭ ମଣିଷକୁ ନଷ୍ଟ କରିଦିଏ । ଏଣୁ ଗର୍ବ ଓ ଲୋଭ କରନ୍ତୁ ନାହିଁ ।
  • କାହାରି ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ । ଅନ୍ୟର ଅନିଷ୍ଟ ଚିନ୍ତା କଲେ ଭଗବାନ ଅସନ୍ତୁଷ୍ଟ ହୁଅନ୍ତି ।

Loading...
Loading...
Share It
  • 3
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.