କ’ଣ ଦେଖି ଝିଅକୁ ବୋହୁ କଲେ ଘର ଉଜ୍ଜଳ ହୁଏ ଓ ନିଜର ଜୀବନ ସାର୍ଥକ ହୁଏ ?

ଜୀବନଚର୍ଯ୍ୟା

୧. ପ୍ରଥମେ ଶିକ୍ଷା ଉପରେ ଗୁରୁତ୍ବ ଦିଅନ୍ତୁ କାରଣ ନାରୀର ଶିକ୍ଷା ପିଲାମାନଙ୍କୁ ମଣିଷ କରିବାରେ

ସାହାଯ୍ୟ କରିଥାଏ ।

୨. ଯେଉଁ ପିଲାମାନଙ୍କୁ ବୋହୁ କରି ଆଣିବେ, ପ୍ରଥମେ ଆପଣ ସେହି ଘରର ପିରବେଶ ଓ ସଂସ୍କାର ଭଲ । ଭାବରେ ପରୀକ୍ଷା କରନ୍ତୁ ।

Loading...

୩. ଗରିବ ଘରର ଝିଅ ହେଉ କିମ୍ବା ଧନୀ ଘରର ଝିଅ । ହେଉ ଯଦି ସେହି ଘରର ସଂସ୍କାର ଓ ପରିବେଶ ଠିକ୍ ନୁହେଁ ସେହି ଘରୁ ଝିଅ ଆଣିବା ଠିକ୍ ନୁହେଁ ।

୪. ଅଧିକ ଧନ ସମ୍ପତ୍ତି ଲୋଭରେ କୌଣସି ଝିଅଙ୍କୁ ବୋହୁ କରି ଆଣିଲେ ଆପଣ ନିଶ୍ଚିତ କ୍ଷତିରେ । ପଡ଼ିବାର ସମ୍ଭାବନା ଅଛି ।

୫. ଝିଅର ଚାଲି ଚଳନ ଓ ବ୍ୟବହାର ଉପରେ ଅଧିକ ଗୁରୁତ୍ଵ ଦିଅନ୍ତୁ ।

୭. ଆବଶ୍ୟକ ସ୍ଥଳେ ଯଦି ଝିଅର କୌଣସି ଅଭିଯୋଗ ଅଛି ଏଥିପାଇଁ ଝିଅ ସହିତ ଖୋଲା ଖୋଲି କଥା ହୁଅନ୍ତୁ ।

୭. ଝିଅଟିଏ ବଡ଼ ହୋଇଗଲେ ସେ ନିଜର ସାଧନତା ସହିତ ବଞ୍ଚିବାକୁ ଚାହେଁ ଏଣୁ ଝିଅ ସହିତ ସିଧା ସିଧା କଥା ହେଲେ କିଛି କ୍ଷତି ନାହିଁ ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.