ଖରା ଦିନିଆ ତ୍ୱଚାର ଯତ୍ନ

ଜୀବନଚର୍ଯ୍ୟା

=> ଖରାଦିନେ ଉଷୁମ ପାଣିରେ ମୁହଁ ଧୁଅନ୍ତୁନାହିଁ । ମୁହଁର ତ୍ୱଚା ଅଧିକ କୋମଳ ଓ ସମ୍ବେଦନଶୀଳ ହୋଇଥିବାରୁ ନକାରାତ୍ମକ ଭାବେ ପ୍ରଭାବିତ ହେବାର ଆଶଙ୍କା ଥାଏ।
=> ସବୁ ବେଳେ ଶୋଇବା ପୂର୍ବରୁ ମେକ୍‌ଅପ୍ ଛଡ଼ାନ୍ତୁ ନଚେତ୍ ଲୋମ କୂପ ବନ୍ଦ ହୋଇ ବ୍ରଣ ସମସ୍ୟା ଦେଖାଯିବା ତ୍ବଚାର ଉଜ୍ଜଳତା ମଧ୍ୟ କମିବା ।
=> ବାରମ୍ବାର ପ୍ରସାଧନ ସାମଗ୍ରୀ ବଦଳାନ୍ତୁ ନାହିଁ । ଗୋଟିଏ ବ୍ରାଣ୍ଡର ପ୍ରସାଧନ ସାମଗ୍ରୀ ଅଧିକ ଦିନ ବ୍ୟବହାର କରିବା ଦ୍ବାରା ତ୍ବଚା ତାହାକୁ ଗ୍ରହଣ କରିନେଇଥାଏ । ବଦଳାଇଲେ ବ୍ରଣ, ଦାଗ ସମସ୍ୟା ଦେଖାଯାଏ।
=> ଅଧିକ ସମୟ ଖରାରେ ରହନ୍ତୁନାହିଁ । ଏହା ଦ୍ବାରା ତ୍ବଚାର କୋଲାଜେନ୍ ଉପାଦାନର କ୍ଷତି ଘଟେ। ଦାଗ, ଘିମିରି ସମସ୍ୟା ଦେଖାଯାଏ। ସନସ୍କ୍ରିନ ବ୍ୟବହାର ତ୍ବଚା ପାଇଁ ଭଲ ।
=> ବାରମ୍ବାର ମୁହଁରେ ହାତ ଲଗାନ୍ତୁନାହିଁ । ହାତରେ ସବୁଠାରୁ ଅଧିକ ଜୀବାଣୁ, କୀଟାଣୁ ଲାଗିଥା’ନ୍ତି । ଲୋମା କୂପରେ ପଶିବା ଦ୍ବାରା ସଂକ୍ରମଣ ହୁଏ।

Loading...
Loading...
Share It
  • 35
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.