କେବଳ ମୋଦି ହିଁ ଦେଶକୁ ରକ୍ଷା କରି ପାରିବେ ! ଏତିକି ଲେଖି ଫାଶୀରେ ଝୁଲି ପଡିଲେ ଯୁବକ . .

ଦେଶ ବିଦେଶ ନ୍ୟୁଜ୍

Image result for suicide hanging wallpaperକେବଳ ମୋଦି ହିଁ ଦେଶକୁ ରକ୍ଷା କରି ପାରିବେ । ଏକଥା କହି ଆତ୍ମହତ୍ୟା କରିଛନ୍ତି ହାଇଦ୍ରାବାଦର ଜଣେ ଯୁବକ । ନିର୍ଯାତନାରେ ଅତିଷ୍ଠ ହୋଇ ଏକ ଘରୋଇ କମ୍ପାନୀରେ କମ୍ପାନୀରେ କାର୍ଯ୍ୟ କରୁଥିବା ନୁଥାଲାଗନ୍ତି ନରସିଂହ ନାମକ ଜଣେ ଯୁବକ ନିଜ ଅଫିସରେ ହିଁ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ହେଲେ ତା ପୂର୍ବରୁ ଛାଡି ଯାଇଛନ୍ତି ଏକ ସୁଇସାଇଡ୍ ନୋଟ୍ । ଯେଉଁଥିରେ ସେ ଲେଖିଛନ୍ତି କାହିଁକି କଲେ ଆତ୍ମହତ୍ୟା ।

୩୦ ବର୍ଷୀୟ ନରସିଂହଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ କମ୍ପାନୀର ସିନିୟର୍ ମାନେ ନିର୍ଯାତନା ଦେଉଥିଲେ । ଯେଉଁଥିରେ ସେ ଅତିଷ୍ଠ ହୋଇଯାଇଥିଲେ ଏହି ପଦକ୍ଷେପ ନେଇଥିବା ସୁଇସାଇଡ୍ ନୋଟରେ ଲେଖିଛନ୍ତି । ଏହା ସହ ନିଜ ଇଛା ଜାହିର୍ କରି ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ ଦେଖିବାକୁ ଚାହୁଁଥିବା ଲେଖିଛନ୍ତି । ଏବଂ କହିଛନ୍ତି କେବଳ ମୋଦି ହିଁ ଦେଶକୁ ରକ୍ଷା କରିପାରିବେ । ଅନ୍ୟପଟେ ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ୍ ।

Loading...
Loading...
Share It
  • 116
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.