କାଲି ଠାରୁ ଆରମ୍ଭ ହୋଇଛି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍କ : କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଥମ ସୁପରକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଓଡିଶା ଖେଳ


ଭୁବନେଶ୍ୱର : ବହୁ ପ୍ରତିକ୍ଷିତ ସୁପର କପ ଟୁର୍ନାମେଣ୍ଟ ଆରମ୍ଭ ହେଉଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଥମ ସୁପରକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍। ଗତ କାଲି ଏବଂ ଆଜି ଦୁଇଦିନ ଧରି ଯୋଗ୍ୟତା ପର୍ଯ୍ୟାୟର ୪ଟି ମ୍ୟାଚ ଖେଳାଯିବ। ଏଥିରେ ୮ଟି ଟିମ୍ ଭାଗନେଉଛନ୍ତି। ମୁଖ୍ୟ ପର୍ଯ୍ୟାୟ ମ୍ୟାଚ୍ ଆସନ୍ତା ୩୧ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ମୁଖ୍ୟ ରାଉଣ୍ଡ ୩୧ମାର୍ଚ୍ଚରେ ଆରମ୍ଭ ହେବ। ଏହି ଉଦ୍ଘାଟନୀ ମ୍ୟାଚ୍ ଚେନ୍ନାଇଂ ଏଫ୍ସି ଓ ଆଇଜୱାଲ୍ ଏଫ୍ସି ପରସ୍ପରର ସାମ୍ନାସାମ୍ନି ହେବେ। ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ୨୦ ଅପ୍ରେଲ ଦିନ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

Loading...
Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.