ଝଡ (ଡାଏ )ଓଡ଼ିଶା ଅତିକ୍ରମ କରି ଏବେ ଛତିଶ ଗଡରେ ପହଁଚିଲା

ଓଡିଶା ନ୍ୟୁଜ୍

 

 

 

Loading...

ଝଡ (ଡାଏ )ଓଡ଼ିଶା ଅତିକ୍ରମ କରି ଏବେ ଛତିଶ ଗଡରେ ପହଁଚିଲା

ଭୁବନେଶ୍ୱର, ୨୧/୯ :ଘୂର୍ଣ୍ଣିଝଡ ‘ଡାଏ’ ଓଡ଼ିଶା ଅତିକ୍ରମ କରି ଛତିଶଗଡରେ ପହଞ୍ଚିଲା । ଡିପ୍‌ ଡିପ୍ରେସନରେ ପରିଣତ ହୋଇ ଏହି ଝଡ ଏବେ ଛତିଶଗଡ ମୁହାଁ ହୋଇଛି। ଏହାର ପ୍ରଭାବରେ ଓଡ଼ିଶା, ଛତିଶଗଡ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବା ସହ ଉପକୂଳ ଅଞ୍ଚଳରେ ୪୦ରୁ ୬୦ କମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଓଡିଶା ପାଇଁ ଘୁର୍ଣ୍ଣି ଝଡର ସମ୍ଭାବ୍ୟ ବିପଦ ଆଉ ନାହିଁ ବୋଲି ପାଣିପାଗ ସୂଚନାରୁ ଜଣା ପଡିଛି , କିନ୍ତୁ ବର୍ଷା କିମ୍ବା ପ୍ରବଳ ବର୍ଷା ରୁ ନିସ୍ତାର ନାହିଁ ବୋଲି ଜଣା ପଡିଛି

Loading...
Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.